ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ ଆଟେଣ୍ଡାଣ୍ଟ । ଆଉ ତା ସହିତ ଡାକ୍ତରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ….
BREAKING NEWS
- ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଛଟେଇ
- ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଆଗରେ ପ୍ରଜ୍ଞାନ ଓଝା
- ପୃଥ୍ବୀ ଶ-ଆକୃତି ଅଗ୍ରୱାଲଙ୍କ ନିର୍ବନ୍ଧ ଭାଙ୍ଗିଲା
- ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି
- DCP ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରି ପ୍ରଦାନ
- NEWBORN EXOPLANET: ଜ୍ୟୋତିର୍ବିଜ୍ଞାନୀଙ୍କ ନୂଆ ଆବିଷ୍କାର, ସୌରଜଗତ ବାହାରେ ଶିଶୁ-ଗ୍ରହ
- PM Modi Daily Diet: ୭୬ ବର୍ଷରେ ବି ଏତେ ଫିଟ୍ କେମିତି? ଜନ୍ମଦିନରେ ଜାଣନ୍ତୁ ସକାଳରୁ ରାତି ଯାଏଁ କ’ଣ ଖାଆନ୍ତି…କ’ଣ କରନ୍ତି PM ମୋଦି…
- ୨୦୨୯ ପୂର୍ବରୁ UCC! ସଂସଦ ନୁହେଁ, ରାଜ୍ୟ ରାଜ୍ୟରେ ଲାଗୁ କରିବାକୁ କାହିଁକି ପ୍ରସ୍ତୁତି ଜୋରଦାର?
- Maoist Leader Asim Mandal:ଟପ୍ ମାଓବାଦୀ ନେତା ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୨.୨୦ କୋଟି
- KING COMING: ବଦଳିବନି ରିଲିଜ୍ ଡେଟ୍, ଡିସେମ୍ବର ୨୪ରେ “କିଙ୍ଗ” ରିଲିଜ୍


Comments are closed.