Latest Odisha News

BREAKING NEWS

ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ‘ଅନଲକ୍‌’ ପ୍ରକ୍ରିୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଯେଉଁଥିପାଇଁ ସୋମବାର ଠାରୁ ଦିଲ୍ଲୀରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ଲକଡାଉନ୍ ପ୍ରକ୍ରିୟାକୁ ଆଂଶିକ ଭାବେ କୋହଳ କରାଯାଇଛି।

ନିର୍ମାଣ କ୍ଷେତ୍ର ଏବଂ କାରଖାନାଗୁଡ଼ିକରେ ପୁଣି ଥରେ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ଅନ୍ୟ ପ୍ରତିବନ୍ଧକଗୁଡିକ ଜୁନ୍ ୭ ପର୍ଯ୍ୟନ୍ତ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଘୋଷଣା କରିଛନ୍ତି।

 

Comments are closed.