ନୂଆଦିଲ୍ଲୀ: ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏଣିକି ଉଭୟ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ହୋଇପାରିବ । ଅନଲାଇନ୍ ପୋର୍ଟାଲରେ ଗ୍ରାହକ ଅର୍ଡର କରିପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟରେ ଏବେ କରୋନା କଟକଣା କଡ଼ାକଡ଼ି ଥିବାରୁ ମଦର ହୋମ୍ ଡେଲିଭରୀକୁ ଅନୁମତି ମିଳିଛି । ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ଓ୍ୱେବ୍ ପୋର୍ଟାଲରେ ଅର୍ଡର କରି ହେବ । ଏହାପରେ ଆପଣଙ୍କ ଘରେ ଆସି ପହଞ୍ଚିବ ମଦ ।
BREAKING NEWS
- ମହାରାଷ୍ଟ୍ର MLC ନିର୍ବାଚନ: କାହିଁକି ନାଁ ଘୋଷଣା କରୁନାହିଁ ବିଜେପି, କ’ଣ ରହିଛି ରଣନୀତି?
- First LNG Shipment: ଆସିଲା ବଡ଼ ଖୁସି ଖବର, ଭାରତ ମୁହାଁ ପ୍ରଥମ LNG ପୂର୍ଣ୍ଣ ଟ୍ୟାଙ୍କର
- ଓଲଟିଲା ଯାତ୍ରୀବାହୀ ବସ୍: ୨୦ ଯାତ୍ରୀ ଆହତ; ଚାଳକଙ୍କ ଅସାବଧାନତା ନା ଆଉ କିଛି କାରଣ?
- ଖରାଦିନେ ଏସି-କୁଲର ଚାଲିବ, ହେଲେ ଇଲେକ୍ଟ୍ରି ବିଲ୍ ଆସିବନି! ଓଡ଼ିଶାରେ କମାଲ୍ କରୁଛି ସରକାରଙ୍କ ଏହି ଯୋଜନା
- କାଳବୈଶାଖୀ ସାଙ୍ଗକୁ ତାତିର ଡବଲ୍ ମାଡ଼: ଆଇଏମଡି ଜାରି କଲା ୟେଲୋ ୱାର୍ଣ୍ଣିଂ
- ମୋଦିଙ୍କ ‘ଝାଲମୁଢ଼ି’ ବନାମ ଦିଦିଙ୍କ ‘ପରିବା’! ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଶେଷ, କିଏ ମାରିବ ବାଜି?
- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନେଉଛି ବାସ୍ତବ ରୂପ: ପାରାଦୀପ ଓ ବଲାଙ୍ଗୀରରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ
- ଆଇନ ପେଷାରେ ମଧୁପଣିଆର ପ୍ରାସଙ୍ଗିକତା
- ବେଙ୍ଗଲରେ ୟୁପିର ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ଙ୍କୁ ନେଇ ଝଡ଼: ଟିଏମସି ପ୍ରାର୍ଥୀଙ୍କୁ ଧମକ
- ମାଇଲେଜ୍ କମିଯିବା ଭୟରେ ଏସି ବନ୍ଦ କରି କାର୍ ଚଲାଉଛନ୍ତି କି? ଜାଣନ୍ତୁ ଇଞ୍ଜିନ୍ ହିସାବରେ କେତେ ତେଲ ଖର୍ଚ୍ଚ ହୁଏ?
Comments are closed.