Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ TDCCର ଜିଲ୍ଲା ପରିଚାଳକ, କାରରୁ ୧୯ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା ବା TDCCର ଜିଲ୍ଲା ପରିଚାଳକ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଇସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଜୟପ୍ରକାଶଙ୍କ କାରରୁ ୧୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।

ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଉଛି । ନଗଦ ଏତେ ଟଙ୍କା ସେ କେଉଁଠୁ ଆଣିଲେ ? କେଉଁଆଡ଼େ ନେଉଥିଲେ ଟଙ୍କା ? ଲାଞ୍ଚ କାରବାର ହୋଇଛି କି ନାହିଁ, ସେନେଇ ଭିଜିଲାନ୍ସ ଟିମ୍ ତାଙ୍କୁ ପଚରାଉରା ଚଳାଇଛନ୍ତି ।

Leave A Reply

Your email address will not be published.