Latest Odisha News

ଜୁନ୍ ୧୬ରୁ ଖୋଲିବ କୋଣାର୍କ ସମେତ ବିଭିନ୍ନ ଐତିହ୍ୟ ସ୍ଥଳୀ

ଭୁବନେଶ୍ୱର: ଜୁନ୍ ୧୬ ରୁ ଜନସାଧାରଣଙ୍କ ପାଇଁ ଖୋଲିବ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏଏସଆଇ) ଅଧୀନରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ସଂଗ୍ରହାଳୟ।

“ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଏସଓପି ଗୁଡିକ ପର୍ଯ୍ୟଟକଙ୍କ ଭିଡକୁ ନିୟନ୍ତ୍ରଣ କରିବାରେ ଅନୁସରଣ କରାଯିବ” ବୋଲି ଏଏସଆଇ ବିଜ୍ଞପ୍ତିରେ କୁହାଯାଇଛି।

ଗତ ମାର୍ଚ୍ଚ ୧୫ରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିଥିଲା।

Comments are closed.