ସାଉଥାମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଦିବସ ଖେଳ ବାତିଲ ହୋଇଛି । ପୂର୍ବରୁ ବର୍ଷା ହେବା ନେଇ ସମ୍ଭାବନା ବ୍ୟକ୍ତ କରାଯାଇଥିଲା । ଦିନ ଯାକ ପ୍ରବଳ ବର୍ଷା ହେବା ଯୋଗୁ ଟସ ପକାଯିବା ମଧ୍ୟ ସମ୍ଭବପର ହୋଇ ନ ଥିଲା । ଆସନ୍ତା କାଲି ପାଗ ଅନକୂଳ ରହିଲେ ଟସ୍ ପକାଯିବା ସହ ମ୍ୟାଚ ଆରମ୍ଭ ହେବ । ଫାଇନାଲ ମ୍ୟାଚ ପାଇଁ ୨୩ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି ।
ତେବେ ଯାହ ଜଣାପଡୁଛି ବର୍ଷା ନିଶ୍ଚିତ ଭାବେ ଏହି ଟେଷ୍ଟରେ ବାଧା ସୃଷ୍ଟି କରିବ । ଯଦି ମ୍ୟାଚ ଖେଳାଯିବା ସମ୍ଭବପର ନ ହୁଏ ତାହାହେଲେ ଉଭୟ ଟିମକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକଲେ ଭନ ଭାରତକୁ ବର୍ଷା ବଂଚାଇ ଦେଲା ବୋଲି କହିଛନ୍ତି ।
BREAKING NEWS
- Iranian attack on Kuwait Airport:ଇରାନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ; ଭାରତ ଦୃଢ଼ ନିନ୍ଦା କରିବା ସହ କଲା ବଡ଼ ଅପିଲ୍
- ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ;୨ ଗିରଫ
- ସୂର୍ଯ୍ୟକୁମାରଙ୍କ ବଦଳରେ କିଏ ହେବ ଟିମ ଇଣ୍ଡିଆର ଟି୨୦ ଅଧିନାୟକ
- E-Hundi System For Puri:ଶ୍ରୀମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା ହେବ କାର୍ଯ୍ୟକାରୀ; ଶ୍ରଦ୍ଧାଳୁ ସହଜରେ କରିପାରିବେ ଦାନ
- ମନ୍ଦିରକୁ ଚୋରି କରିବାକୁ ଯାଇ ଫସିଲା ଚୋର
- ଦିନିକିଆ ସିରିଜ: କୋହଲି, ରୋହିତ ୯ରୁ ଆରମ୍ଭ କରିବେ ଅଭ୍ୟାସ
- ବୈଠକରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ
- ଜୁଲାଇରେ ବିବାହ କରିବେ ଆମିର ଖାନ୍
- ଆହୁରି କଡ଼ା ହେବ ସୀମା ସୁରକ୍ଷା: ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ତିଆରି ହେବ ତୋପ ସେଲ୍
- ନ୍ୟୁଜିଲାଣ୍ଡ ବିପକ୍ଷ ମେଗା ସିରିଜର କାର୍ଯ୍ୟସୂଚୀ ଘୋଷିତ
Comments are closed.