Latest Odisha News

‘ବ୍ଲାକ୍ ଟାଇଗର’ ବାୟୋପିକରେ ଅଭିନୟ କରିବେ ସଲମାନ!

ମୁମ୍ବାଇ: ‘ବ୍ଲାକ୍ ଟାଇଗର’ ବାୟୋପିକରେ ଅଭିନୟ କରିବେ ସଲମାନ ଖାନ! ବଲିଉଡ ସୁପରଷ୍ଟାର ସଲମାନ ଖାନ ଖୁବ୍ ଶୀଘ୍ର ତାଙ୍କ କ୍ୟାରିୟରର ପ୍ରଥମ ବାୟୋପିକରେ ଅଭିନୟ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଅଭିନେତା ସଲମାନ ବାସ୍ତବ ଜୀବନ ଘଟଣା ଉପରେ ଆଧାରିତ ଏକ ଥ୍ରୀଲର ପାଇଁ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ସହ ଆଲୋଚନା କରୁଥିବା ଜାଣିବାକୁ ମିଳିଛି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳି ପାରନାହିଁ।

 

Comments are closed.