ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ମ୍ୟାଜିକ ଉପରେ ମାଡ଼ି ଗଲା ମାଲ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୀଷଣ ହୋଇଛି ଯେ, ଟାଟା ମ୍ୟାଜିକ୍ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକର ବି କିଛି ଅଂଶ ଭାଙ୍ଗିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
BREAKING NEWS
- ଶୋଇଥିବା ଯୁବତୀଙ୍କ ଉପରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ; ହସ୍ପିଟାଲରେ ଭର୍ତ୍ତି
- ଏକତରଫା ପ୍ରେମରୁ ନୃଶଂସ କାଣ୍ଡ; ଶୋଇଥିବାବେଳେ ପେଟ୍ରୋଲ ଢାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ
- ମିସ୍ ୟୁନିଭର୍ସ ଇଣ୍ଡିଆ ଲକ୍ଷ୍ୟରେ ଓଡ଼ିଆ ଝିଅ ପୁନମ ମହାରଣା, ଜିତିଲେ ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍
- ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଆଜି ରାତି ଏହି ସମୟରୁ ସର୍ବସାଧାରଣ ଦର୍ଶନ ବନ୍ଦ
- ରଣବୀରଙ୍କ ସହ ଫିଲ୍ମକୁ ନେଇ ମୁହଁ ଖୋଲିଲେ ଫିଲ୍ମମେକର
- Farmer protest: ଧାନ ବିକ୍ରି ହେଲାନି,ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ
- ରାମ ମନ୍ଦିର ଟ୍ରଷ୍ଟରେ ବଡ଼ ହଲଚଲ: ମୁଖ୍ୟ ପଦାଧିକାରୀ ଚମ୍ପତ ରାୟ ଏବଂ ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ
- ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲର ଶୁଣାଣି ଶେଷ
- ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର’: ଅମିତ ଶାହ ପ୍ରଦାନ କରିବେ ସମ୍ମାନ
- One Rupee Humiliation: ମାନବିକତା ଭୁଲିଲେ ‘ମୁଖ୍ୟମନ୍ତ୍ରୀ ବସ୍’ କଣ୍ଡକ୍ଟର, ମାତ୍ର ଟଙ୍କାଏ ପାଇଁ ବୃଦ୍ଧ ଦମ୍ପତିଙ୍କୁ ମଝି ରାସ୍ତାରେ ଧକ୍କା ମାରି ଓହ୍ଲାଇଦେଲେ…

Comments are closed.