Latest Odisha News

BREAKING NEWS

ଜାଣନ୍ତୁ କେଉଁ ଆସନରୁ କିଏ: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୨୭ ନୂଆ ମୁହଁ

ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ କଂଗ୍ରେସ ମୋଟ୍ ୪୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଏନେଇ ସୋମବାର ରାତିରେ ଏଆଇସିସି ସାଧାରଣ ସମ୍ପାଦକ ମୁକୁଳ ୱାସନିକ ନୂଆଦିଲ୍ଲୀ ଠାରେ ପ୍ରାର୍ଥୀ ତାଲିକା ନେଇ ସୂଚନା ଜାରି କରିଥିଲେ । ଦଳ ପକ୍ଷରୁ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୬ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସେଥିମଧ୍ୟରେ ୪ଟି ଲୋକସଭା ଓ ୨୩ଟି ବିଧାନସଭା ଆସନରେ ଦଳ ନୂଆଁ ମୁହଁକୁ ପ୍ରାର୍ଥୀ କରିଛି ।

କେଉଁ ଆସନରୁ କିଏ: ୬ଟି ଲୋକସଭା ଓ ୩୬ ଟି ବିଧାନସଭା ପ୍ରାର୍ଥୀ ତାଲିକା

୬ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା-
୧. ପ୍ରଦୀପ କୁମାର ଦେବତା (ବରଗଡ଼-ଏସଟି)
୨. ଜର୍ଜ ତୀର୍କି (ସୁନ୍ଦରଗଡ଼-ଏସଟି)
୩. ଭକ୍ତ ଚରଣ ଦାସ (କଳାହାଣ୍ଡି)
୪. ପ୍ରଦୀପ ମାଝି (ନବରଙ୍ଗପୁର-ଏସଟି)
୫. ମନୋଜ କୁମାର ଆଚାର୍ଯ୍ୟ (କନ୍ଧମାଳ)
୬. ଭି ଚନ୍ଦ୍ରଶେଖର ନାଇଡ଼ୁ (ବ୍ରହ୍ମପୁର)

ବିଧାନସଭା ଆସନର ପ୍ରାର୍ଥୀ ତାଲିକା-

୧. ସତ୍ୟ ଭୂଷଣ ସାହୁ (ପଦ୍ମପୁର)
୨. ନିପନ୍ ଦାସ (ବରଗଡ଼)
୩. ନିହାର ମହାନନ୍ଦ (ଅତାବିରା-ଏସସି)
୪. ରୋହିତ ଯୋଶେଫ୍ ତୀର୍କି (ବୀରମିତ୍ରପୁର-ଏସଟି)
୫. ସିଏସ୍ ରାଜନ (ରାଜଗାଙ୍ଗପୁର-ଏସଟି)
୬. ବିନୋଦ କୁମାର ପାତ୍ର (ବୀରମହାରାଜପୁର-ଏସସି)
୭. ନରସିଂହ ମିଶ୍ର (ବଲାଙ୍ଗୀର)
୮. ଘାସିରାମ ମାଝି (ନୂଆପଡ଼ା)
୯. ଅଧିରାଜ ପାଣିଗ୍ରାହୀ (ଖରିଆର)
୧୦. ଉଲଧର ମାଝି (ଝରିଗାଁ-ଏସଟି)
୧୧. ସଦନ ନାୟକ (ନବରଙ୍ଗପୁର-ଏସଟି)
୧୨. ଭୁଜବଳ ମାଝି (ଡାବୁଗାଁ-ଏସଟି)
୧୩. ଶିବାଜୀ ମାଝି (ଲାଞ୍ଜିଗଡ଼-ଏସଟି)
୧୪. ଦିଗମ୍ବର ଦୂରିଆ (ଧର୍ମଗଡ଼)
୧୫. ସିମନ୍ ମଲ୍ଲିକ୍ (ବାଲିଗୁଡ଼ା-ଏସଟି)
୧୬. କିଶୋର ଚନ୍ଦ୍ର କହଁର (ଫୁଲବାଣୀ-ଏସଟି)
୧୭. ପ୍ରଶାନ୍ତ ସାହୁ (କଣ୍ଟାମାଳ)
୧୮. ପ୍ରଶାନ୍ତ କୁମାର ନାୟକ (ଦଶପଲ୍ଲା-ଏସସି)
୧୯. ସଞ୍ଜୟ କୁମାର ତ୍ରିପାଠୀ (ଭଞ୍ଜନଗର)
୨୦. ହରି ଚରଣ ସ୍ୱାଇଁ (ପୋଲସରା)

୨୧. ବିଜୟ କୁମାର ସାହୁ (କବିସୂର୍ଯ୍ୟନଗର)
୨୨. ମନୋଜ କୁମାର ଜେନା (ଆସ୍କା)
୨୩. ରମେଶ ଚନ୍ଦ୍ର ଜେନା (ସାନଖେମୁଣ୍ଡି)
୨୪. ରାମକୃଷ୍ଣ ପଣ୍ଡା (ହିଞ୍ଜିଳି)
୨୫. ଧର୍ମରାଜ ରେଡ୍ଡୀ (ଗୋପାଳପୁର)
୨୬. ଲିଙ୍ଗରାଜ ଚୌଧୁରୀ (ବ୍ରହ୍ମପୁର)
୨୭. ବିସ୍ମୟ ମହାପାତ୍ର (ଦିଗପହଣ୍ଡି)
୨୮. ସୁଭାଷ ଚନ୍ଦ୍ର ରାଉତ (ଚିକିଟି)
୨୯. ଦାଶରଥୀ ଗମାଙ୍ଗ (ମୋହନା-ଏସଟି)
୩୦. ପୁରୁଷୋତ୍ତମ ଗମାଙ୍ଗ (ଗୁଣୁପୁର-ଏସଟି)
୩୧. ନୀଳମାଧବ ହିକକ୍ା (ବିଷମ କଟକ–ଏସଟି)
୩୨. ତାରା ପ୍ରସାଦ ବାହିନିପତି (ଜୟପୁର)
୩୩. କୃଷ୍ଣ ଚନ୍ଦ୍ର କୁଳଦୀପ (କୋରାପୁଟ-ଏସସି)
୩୪. ଋାମ ଚନ୍ଦ୍ର କଦମ (ପଟ୍ଟାଙ୍ଗି-ଏସଟି)
୩୫. ମାଲା ମାଢି (ମାଲକାନଗିରି-ଏସଟି)
୩୬. ଲକ୍ଷ୍ମୀପ୍ରିୟା ନାୟକ (ଚିତ୍ରକୋଣ୍ଡା-ଏସଟି)

Leave A Reply

Your email address will not be published.