ପୁରୀ : ବେହେରଣ ଦ୍ବାର ଓ ସାତ ପାହାଚ ଦ୍ବାର ପାଇଁ ଶ୍ରୀମନ୍ଦିରକୁ ଗଲା ରୂପା । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପା ଛାଉଣୀ କରାଯାଇଥିଲା । କବାଟ କାମ ସରିବା ପରେ ରୂପା ଛାଉଣୀ ହୋଇଥିଲା । କବାଟ ଓ ରୂପା ଛାଉଣୀା ତତ୍ତ୍ବାବଧାନ ପାଇଁ ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି । ମୂଳ ଦ୍ବାରର ଡିଜାଇନ୍ ଅକ୍ଷୂର୍ଣ୍ଣ ରହିବା ସହ ଉତ୍କଳୀୟ କଳା ସ୍ଥାପତ୍ୟର ଡିଜାଇନ୍ ମଧ୍ୟ ସ୍ଥାନ ପାଇଛି । ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୂପା ଦାନସୂତ୍ରରେ ଯୋଗାଇଛନ୍ତି। । ରୂପାଦ୍ବାର ଛାଉଣୀ ପାଇଁ ୧୩୪୫ କେଜି ରୂପା ଦାନସୂତ୍ରରେ ମିଳିଛି । ଏଥିପାଇଁ ପ୍ରାୟ ୨ ଟନ ରୂପା ବ୍ୟବହୃତ ହେବ । ପରେ କଳାହାଟ ଓ ଅନ୍ୟ ୪ ପାର୍ଶ୍ବ ଦେବାଦେବୀ ମନ୍ଦିରର ରୂପା ଛାଉଣୀ କରାଯିବ ।
BREAKING NEWS
- Saura Art: ସଉରା କଳାକୁ ନୂଆ ରୂପ, ଝାରସୁଗୁଡ଼ାର ୬୦ରୁ ଅଧିକ ମହିଳା କାରିଗରଙ୍କୁ ପ୍ରଶିକ୍ଷଣ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
- Strait of Hormuz: ବଢିଲା ଇରାନ ସହ ଟଣାଓଟରା, ମ୍ୟାପ୍ ଜାରି କରି ହର୍ମୁଜ୍କୁ ‘ଆମେରିକାର ନୂଆ ଅଞ୍ଚଳ’ କହିଲେ ଟ୍ରମ୍ପ୍
- MMDR Controversy: ଖଣି ଅଧିକାରକୁ ନେଇ ତାତିଲା ଓଡ଼ିଶା ରାଜନୀତି; ‘ଡାର୍କ ଆକ୍ଟ’ କହିଲା କଂଗ୍ରେସ, ଜାଣନ୍ତୁ କ’ଣ କହିଲେ ବାଚସ୍ପତି?
- Odisha Rain Alert: ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ…ଆଜିଠୁ ପ୍ରବଳ ବର୍ଷିବ! ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…
- Japan Earthquake: ଟୋକିଓକୁ ଜୋରଦାର ଝଟକା, ୫.୯ ତୀବ୍ରତାର ଭୂକମ୍ପ, ୫ ଆହତ
- BJP’s New Team: ନିତିନ ନବୀନଙ୍କ ନୂଆ ଟିମକୁ ଭେଟିଲେ ପିଏମ୍ ମୋଦୀ, ଜାଣନ୍ତୁ କ’ଣ ଦେଲେ ମୂଳମନ୍ତ୍ର?
- Odisha Parab: ବାରଣାସୀରେ ‘ଓଡ଼ିଶା ପରବ’: ପାରମ୍ପରିକ ଲୋକକଳା, ହସ୍ତଶିଳ୍ପ ଓ ଓଡିଆ ସ୍ୱାଦରେ ଝଲସୁଛି ଓଡିଶା ସଂସ୍କୃତି
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ

Comments are closed.