ଭୁବନେଶ୍ୱର : ଓଡିଶାରେ ୨ୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଅନ୍ତିମ ତାରିଖ ଆଜି ଶେଷ ହେଉଛି।
ଏପ୍ରିଲ୍ ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଆଦିର ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀମଣ୍ଡଳରେ ମତଦାନ ୨ୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।
ଜାଣନ୍ତୁ, ୨ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-
୧. ବରଗଡ (ଲୋକସଭା)-(ସାଧାରଣ)
ନିର୍ବାଚନମଣ୍ଡଳୀ: ପଦ୍ମପୁର (ସାଧାରଣ), ବିଜେପୁର (ସାଧାରଣ), ବରଗଡ (ସାଧାରଣ), ଅତାବିରା (ଏସସି), ଭଟଲି (ସାଧାରଣ), ବ୍ରଜରାଜନଗର (ସାଧାରଣ), ଝାରସୁଗୁଡା (ସାଧାରଣ) ।
୨. ସୁନ୍ଦରଗଡ (ଲୋକସଭା)- (ଏସଟି)
ନିର୍ବାଚନମଣ୍ଡଳୀ: ତଲସରା (ଏସଟି), ସୁନ୍ଦରଗଡ (ଏସଟି), ବୀରମିତ୍ରପୁର (ଏସଟି), ରଘୁନାଥପଲ୍ଲୀ (ଏସସି), ରାଉରକେଲା (ସାଧାରଣ), ରାଜଗାଙ୍ଗପୁର (ଏସଟି) ଏବଂ ବୋଣାଇ (ଏସଟି) ।
୩. ବଲାଙ୍ଗିର (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ବୀରମହାରାଜପୁର (ଏସସି), ସୋନପୁର (ସାଧାରଣ), ଲୋଇସିଙ୍ଗା (ଏସସି), ପାଟଣାଗଡ (ସାଧାରଣ), ବଲାଙ୍ଗିର (ସାଧାରଣ), ଟିଟଲାଗଡ (ସାଧାରଣ) ଏବଂ କଣ୍ଟାବାଜି (ସାଧାରଣ) ।
୪. କନ୍ଧମାଳ (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ବାଲିଗୁଡା (ଏସଟି), ଜି. ଉଦୟଗିରି (ଏସଟି), ଫୁଲବାଣୀ (ଏସଟି), ଦଶପଲ୍ଲା (ଏସସି), କଣ୍ଟାମାଳ (ସାଧାରଣ), ବୌଦ୍ଧ (ସାଧାରଣ) ଏବଂ ଭଞ୍ଜନଗର (ସାଧାରଣ) ।
୫. ଆସ୍କା (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ପୋଲସରା (ସାଧାରଣ), କବିସୂର୍ଯ୍ୟନଗର (ସାଧାରଣ), ଖଲିକୋଟ (ଏସସି), ଆସ୍କା (ସାଧାରଣ), ସୋରଡା (ସାଧାରଣ), ସାନଖେମୁଣ୍ଡି (ସାଧାରଣ) ଏବଂ ହିଞ୍ଜିଳି (ସାଧାରଣ) ।
Comments are closed.