ବରଗଡ଼ : ଜୀରା ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ । ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏହି ରାସ୍ତା ଦେଇ ଆସୁଥିବା ସମୟରେ ବାଇକ ସହ ଭାସିଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ବାଇକ ଆରୋହୀ ଉଦ୍ଧାର ହୋଇଛନ୍ତି ।ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ହେଲେ ପାଣି ସୁଅରେ ରାସ୍ତା ଏବେ ଧୋଇ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜୀରା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।
BREAKING NEWS
- ଏଫ୍ଆଇଏଚ ହକି ବିଶ୍ୱକପ : ୭ମ-୮ମ ସ୍ଥାନ ପାଇଁ ବେଲଜିୟମକୁ ଭେଟିବ ଭାରତ
- ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଡ୍ର: ୧-୦ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ
- ନେପାଳ ଲୋକଙ୍କୁ ସାହାଯ୍ୟ କଲେ ସୋନୁ ସୁଦ୍
- ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ
- ଲେମ୍ବୁ କାଟି ବର୍ଷା ବନ୍ଦ କଲେ ବିଜେପି ସାଂସଦ !
- Girls Trafficked:ହାଇଦ୍ରାବାଦରୁ ୫ ନାବାଳିକା ଉଦ୍ଧାର;ଚାକିରିର ପ୍ରଲୋଭନ ଦେଖାଇ ଚାଲାଣ ଅଭିଯୋଗ
- Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ; ୧୨ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍
- Drug Inspector Exam: ପ୍ରେମ ପାଇଁ ଧରାପଡିଗଲା ପେପର ଲିକ୍! ବ୍ରେକଅପ୍ ପରେ ସବୁ ଗୁମର ଖୋଲିଲେ ବୟଫ୍ରେଣ୍ଡ୍
- ସିନ୍ଧେକେଲାରେ ସଶସ୍ତ୍ର ଡକାୟତି, ୫ କେଜିର ସୁନା ଓ ରୂପା ଗହଣା ଜବତ

Comments are closed.