ନୂଆଦିଲ୍ଲୀ : ଚଳିତ ମାସ ବାକି ରହି ଯାଇଛିକି ଆପଣଙ୍କ ବ୍ୟାଙ୍କ କାମ । ତାହେଲେ ସେପ୍ଟେମ୍ବର ୩୦ ଭିତରେ ସାରନ୍ତୁ ନିଜର ସମସ୍ତ ବ୍ୟାଙ୍କ କାମ । କାହିଁକି ନାଁ ଅକ୍ଟୋବରରେ ବ୍ୟାଙ୍କ ସେବା ହେବ ଠପ୍ । ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ । ଏନେଇ ଆରବିଆଇ ପକ୍ଷରୁ ବ୍ୟାଙ୍କ ସୂଚୀ ଜାରି କରାଯାଇଛି । ୨୧ ଦିନିଆ ତାଲିକାରେ ସାପ୍ତାହିକ ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାର, ଦଶହରା, ମହାଳୟା, ଆଦି ଛୁଟି ସାମିଲ ରହିଛି ବୋଲି ଆରବିଆଇ ଛୁଟିଦିନ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।
BREAKING NEWS
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି
- ଟି୨୦ ବିଶ୍ୱକପ: ଭାରତୀୟ ଟିମ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ
- ତେଜୁଛି ମାଗଣା ବିଜୁଳି ରାଜନୀତି: ବିଜେପିର ଆହ୍ବାନ, ଘରୁ ମିଟର ହଟେଇବାକୁ ନିର୍ଦ୍ଦେଶ ଦିଆଯାଉ
- ବିଜେପି ନେତାମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ ବୁଲିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି:ପାଣ୍ଡିଆନ
- ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ: ପାଣ୍ଡିଆନ
- ପିଲାଙ୍କ ମଧୁମେହ ରୋଗ