Latest Odisha News

BREAKING NEWS

ବିଜେଡ଼ି ଟିକଟରେ ଚମ୍ପୁଆରୁ ଲଢିବେ ମୀନାକ୍ଷି ମହାନ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳ ଗୁରୁବାର ଦିନ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି । ଏହି ଚର୍ଚ୍ଚିତ ଚମ୍ପୁଆ ଆସନରୁ ମୀନାକ୍ଷୀ ମୀନାକ୍ଷି ବିଜେଡ଼ି ଟିକଟରେ ନିର୍ବାଚନ ଲଢିବାକୁ ଆଜି ଦଳ ଘୋଷଣା କରିଛି ।

ତେବେ ବିଜେଡ଼ି ପକ୍ଷରୁ କେନ୍ଦ୍ରାପଡ଼ା ଓ ବାରିପଦା ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ବାକି ରହିଛି । ଏପର୍ଯ୍ୟନ୍ତ ଦଳ ପକ୍ଷରୁ ସମୁଦାୟ ୧୪୭ଟି ଆସନ ମଧ୍ୟରୁ ୧୪୫ଟି ଆସନର ପ୍ରାର୍ଥୀ ଘୋଷଣା ସରିଛି ।

Leave A Reply

Your email address will not be published.