ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗରୁତ୍ୱପୁର୍ଣ୍ଣ ବୈଠକ ଆଜି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଗୁଡ଼ିକ ହେଲା ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ବୋଲି ଜଣାପଡ଼ିଛି ।
BREAKING NEWS
- ସୁଲଭ ମୂଲ୍ୟରେ ଘର କିଣିବାକୁ ଚାହୁଁଛନ୍ତି କି? ସବୁ ଜିଲ୍ଲା ପାଇଁ ବଡ଼ ଯୋଜନା କରୁଛନ୍ତି ସରକାର
- ଆଇପିଏଲକୁ ନେଇ ସଚିନ ତେନ୍ଦୁଲକରଙ୍କ ପ୍ରସ୍ତାବ ଗ୍ରହଣ କରିବ କି ବିସିସିଆଇ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ
- ମହାନଦୀକୁ ଡେଇଁଲେ ମହିଳା, ୧୫ ଦିନ ପୂର୍ବେ ବିବାହ…
- ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ: ପ୍ରଧାନମନ୍ତ୍ରୀ ମାଗିଲେ ଦୁଇ ବର୍ଷର ରିପୋର୍ଟ କାର୍ଡ
- ପକ୍ଷାଘାତ ବ୍ୟକ୍ତିଙ୍କୁ ଗୁଡ଼ାଇ ଧରିଲା ସାପ
- ଆଇପିଏଲ ଫାଇନାଲ: ହୋଟେଲରୁ ଆରମ୍ଭ କରି ସବୁ କିଛି ଆକାଶ ଛୁଆଁ
- ଯୌନ ସ୍ୱାସ୍ଥ୍ୟ ଉପରେ ସିଗାରେଟ୍ ଏବଂ ନିକୋଟିନର କ୍ଷତିକାରକ ପ୍ରଭାବ: ସାବଧାନ କଲେ ଡାକ୍ତର
- ହିରୋଇନ କରିଦେବି କହି ଦୁଷ୍କର୍ମ ଅଭିଯୋଗ; ଅଶୋକ ସମ୍ରାଟ ମ୍ୟାନେଜର କହିଲେ- ଗିରଫ ଦୁଇ…
- ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ
Comments are closed.