Latest Odisha News

BREAKING NEWS

[ଭିଡ଼ିଓ] ବିଷ୍ଣୁଙ୍କ ମୂର୍ତ୍ତିରେ ମହାଦେବଙ୍କ ପ୍ରତିମା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭଗବାନଙ୍କ ନିକଟରେ ଆସ୍ଥା ବିଶ୍ୱାସ ଯେଉଁଠି ଚମତ୍କାର ହୋଇଥାଏ ସେଠାରେ ଲୋକଙ୍କ ବିଶ୍ୱାସ ବଢିଯାଏ ଆଉ ସେଠି ଧର୍ମସ୍ଥାନ ହୋଇଥିଲେ ସେଠାରେ ଶ୍ରଦ୍ଧା ବି ଯୋଡି ଯାଏ ପ୍ରତିଦିନ ଏମିତିକ କିଛି ନା କିଛି ଘଟଣା ସମାନାକୁ ଆସିଥାଏ ଯାହାକି ଆସ୍ଥା ବୋଲି ଆମେ ମାନୁଥିବା ବେଳେ କିଛି ଲୋକ ଅନ୍ଧବିଶ୍ୱାସ କି କିଛି ରହସ୍ୟ ବୋଲି କହିଥାନ୍ତି ହେଲେ କିଛି ଚମତ୍କାର ଆମ ଆଖି ସାମନାରେ ଘଟୁଥିଲେ ବି ତାର ସତ୍ୟତା କିନ୍ତୁ ଆମେ ଜାଣିପାରୁନେ         ଏମିତି ଏକ ରହସ୍ୟମୟ ଘଟଣା ଦେଖିବା ବିଭିନ୍ନ ମଠ ମନ୍ଦିର ହେଉ ସବୁଠି କିଛି ନା କିଛି ରହସ୍ୟ ରହିଛି ସେମିତି ଏହି ବୁଢା ନୀଳକଣ୍ଠ ମନ୍ଦିର କାଠମାଣ୍ଡୁ ମଧ୍ୟରୁ ୧୦ କିଲୋମିଟର ଦୂରରେ ରହିଛି ମହାଦେବଙ୍କ ମନ୍ଦିର ଆଉ ମନ୍ଦିରରେ କେବଳ ହିନ୍ଦୁ ମାନଙ୍କ ପ୍ରବେଶ ଅନୁମତି ରହିଛି ଅନ୍ୟ ଧର୍ମର କୌଣସି ଲୋକକୁ ଅନୁୂମତି ଦିଆଯାଏନାହିଁ ଏହାର ପ୍ରବେଶ ଦ୍ୱାରରେ ବିଶାଳ ଜଳକୁଣ୍ଡ ରହିଛି ଯେଉଁଠି ଭଗବାନ ବିଷ୍ଣୁଙ୍କ ଶୟନ ଅବସ୍ଥାରେ ରହିଛି ପ୍ରତିମା ମୂର୍ତ୍ତିର ଲମ୍ବା ମିଟର ହୋଇଥିବା ବେଳେ ପ୍ରତିମାରେ ଲାଗିଛି ଚାନ୍ଦିି ବିଶ୍ରାମ ସମୟରେ ରହିଥିବା ମୂର୍ତ୍ତିର ରହସ୍ୟ ଅନେକ ତେବେ ଏହି ଜଳକୁଣ୍ଡ ମହାଦେବଙ୍କ ତ୍ରିଶୂଳରୁ ହୋଇଥିବା କୁହନ୍ତି ଲୋକେ ଏନେଇ ତାର ନା ବୁଢା ନୀଳକଣ୍ଠ ହୋଇଛି ସବୁଠାରୁ ବଡ଼ ରହସ୍ୟ ହେଉଛି ପାଣିରେ ଶୟନ ଅବସ୍ଥାରେ ରହିଥିବା ବିଷ୍ଣୁଙ୍କ ମୂର୍ତ୍ତି କିନ୍ତୁ ପାଣିରେ ମହାଦେବଙ୍କ ପ୍ରତିମା ପ୍ରତୀୟମାନ ହୋଇଥାଏ   ଲୋକଙ୍କ ବିଶ୍ୱାସ ଶ୍ରାବଣ ମାସରେ ଏଠାରେ ବିଷ୍ଣୁଙ୍କ ମୂର୍ତ୍ତିର ଚିତ୍ର ପାଣିରେ ଦେଖିଲେ ମହାଦେବ ହିଁ ପ୍ରତୀୟମାନ ହୋଇଥାନ୍ତି ଲୋକଙ୍କର ରହିଛି ଅଗାଧ ବିଶ୍ୱାସ ହେଲେ ବିଷ୍ଣୁ ମହାଦେବଙ୍କ ପ୍ରତିମା ନେଇ ଥିବା ରହସ୍ୟ କିନ୍ତୁ କାହାକୁ ଜଣା ନାହିଁ

 

Comments are closed.