Latest Odisha News

BREAKING NEWS

ନେପାଳରେ ବର୍ଥ ଡେ’ ସେଲିବ୍ରେସନ କରିବେ ପରିଣୀତି ଚୋପ୍ରା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ପରିଣୀତି ଚୋପ୍ରାଙ୍କ ବର୍ଥ ଡେ । ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି ପରିଣୀତି। ଏ ବର୍ଷ ବର୍ଥ ଡେ’ କୁ ପରିଣୀତି ସ୍ପେଶାଲ ୱେରେ ସେଲିବ୍ରେ୍ସନ କରୁଛନ୍ତି। ବର୍ତ୍ତମାନ ପରିଣୀତି ତାଙ୍କ ନେକ୍ସଟ ଫିଲ୍ମ “ସରୋଜ ବର୍ଜ୍ୟତେ” ସୁଟିଂ ପାଇଁ ନେପାଳର କାଠମାଣ୍ଡୁରେ ଅଛନ୍ତି । ଏ ବର୍ଷ ବର୍ଥ ଡେ ନିଜ କ୍ରୁ ଅନୁପମ ଖେର,ବେମାନ ଇରାନୀ,ସାରିକା ମା ଙ୍କ ସହ ଏକ ସୁନ୍ଦର ସ୍ଥାନରେ ପାଳନ କରିବେ ବୋଲି ସେ କହିଛନ୍ତି।

ତାଙ୍କ ଫ୍ୟାନ ମାନେ ପରିଣୀତି ଙ୍କୁ ପଚାରିଥିଲେ ଏବର୍ଷ ବର୍ଥ ଡେ ତାଙ୍କ ପାଇଁ କଣ ଉପହାର ଅଟେ। ସେ କହିଥିଲେ ୨୦୨୧ରେ ତାଙ୍କର ତିନୋଟି ଫିଲ୍ମ ରିଲିଜ ହେବା ସହ ମୋତେ ସଫଳତା ଦେଇଛି । ଏହା ତାଙ୍କର ଏବର୍ଷ ବର୍ଥ ଡେ’ ପାଇଁ ସବୁଠାରୁ ବଡ ଉପହାର ବୋଲି ପରିଣିତି କହିଛନ୍ତି।

Comments are closed.