ବରଗଡ଼: ପୁଣି ଏସଟିଏଫ୍ ହାତରେ ଧରା ପଡ଼ିଲା ବଜ୍ରକାପ୍ତା ଚୋରା ଚାଲାଣକାରୀ । ବରଗଡ଼ ଜିଲ୍ଲା ଘେସ ରେଞ୍ଜ ଅନ୍ତର୍ଗତ ଜାମିପାଲି ରାସ୍ତାରେ ଗତକାଲି ପ୍ରାୟ ସନ୍ଧ୍ୟା ସମୟରେ ଏକ ବଜ୍ରକାପ୍ତା ଏସଟିଏଫ୍ ଦ୍ୱାରା ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଚୋରା ଚାଲଣ କରୁଥିବା ୧୯ ବର୍ଷୀୟ ଯୁବକକୁ ବନ ବିଭାଗ ପକ୍ଷରୁ ଅଟକ କରାଯାଇ ପଚରା ଉଚରା ଜାରି ରହିଛି।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.