Latest Odisha News

BREAKING NEWS

୭ ବର୍ଷ ପରେ ପୁଣି ଏକାଠି ହେବେ ଡିମ୍ପଲ୍ ଓ ନିର୍ଦ୍ଦେଶକ ହୋମି

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ ହୋମି ଅଦାଜାନିଆ ଏବଂ ଡିମ୍ପଲ୍ କପାଡିଆ ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ଏକାଠି ନଜର ଆସିବେ। ଏଥର ଏହା ଏକ ଫିଲ୍ମ ନୁହେଁ, ବରଂ ଏକ ଡାର୍କ ୱେବ୍ ସିରିଜ୍।

ହୋମି ଅଦାଜାନିଆର ୨୦୧୪ ରିଲିଜ୍ ହୋଇଥିବା ଫିଲ୍ମ ‘ଫାଇଡିଙ୍ଗ୍‌ ଫ୍ୟାନ୍‌ର’ ଡିମ୍ପଲ୍ କାପାଡିଆଙ୍କ ସହ ଏକାଠି କାମ କରିଥିଲେ। ୭ ବର୍ଷ ପରେ, ହୋମି ଏବଂ ଡିମ୍ପଲ୍ ଏକ ୱେବ୍ ସିରିଜ୍ ପାଇଁ ପୁନର୍ବାର ଏକାଠି ହେବାକୁ ଯାଉଛନ୍ତି।

ଏହି ଓଟିଟି ପ୍ରୋଜେକ୍ଟରେ ତାଙ୍କ ସହିତ ପୁନର୍ବାର କାମ କରିବାକୁ ସକ୍ଷମ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ଥିବା କହିଛନ୍ତି।

Comments are closed.