ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ବିଏମସି । ୨୭ଲକ୍ଷ ଟିକାକରଣ ଲକ୍ଷ୍ୟ ହାସଲ କରିଛି ବିଏମସି । ଆଜି ପର୍ଯ୍ୟନ୍ତ ବିଏମସିରେ ମୋଟ୍ ୨୭ଲକ୍ଷ ୩ ହଜାର ୩୩୩ଜଣଙ୍କୁ ଟିକା ଦିଆଯାଇଛି । ୧୪ଲକ୍ଷ ୧୫ହଜାର ୫୦୬ ଜଣ ପ୍ରଥମ ଡ଼ୋଜ୍ ନେଇଛନ୍ତି । ୧୨ ଲକ୍ଷ ୮୭ହଜାର ୮୨୭ଜଣ ଦୁଇଟି ଯାକ ଡ଼ୋଜ୍ ନେଇଛନ୍ତି । ଏବେବି ବିଏମସିରେ ଟିକାକରଣ ଜାରି ରହିଛି ।
BREAKING NEWS
- ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…
- ଅଗଷ୍ଟ ୧୭ରୁ ଆରମ୍ଭ ହୋଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ: ସୀମା ନିର୍ଦ୍ଧାରଣ ଓ ମହିଳା ଆରକ୍ଷଣ ବିଲ୍ ଉପରେ ହୋଇପାରେ ଆଲୋଚନା
- ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଲକ୍ଷ୍ମଣ
- ଝାରସୁଗୁଡ଼ାରେ ହ୍ରାସ ପାଉଛି ଡେଙ୍ଗୁ ସଂକ୍ରମଣ: ସପ୍ତାହକୁ ୪ ଦିନ ‘ଡ୍ରାଏ ଡେ’ ପାଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ
- କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ
- ଭିଜିଲାନ୍ସ ଜାଲରେ ଫସିଲେ ଦୁଇ RTO କର୍ମଚାରୀ
- ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ
- ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି? ‘ସଞ୍ଚାର ସାଥୀ’ ପୋର୍ଟାଲ ଜରିଆରେ ଏମିତି କରନ୍ତୁ ଯାଞ୍ଚ
- ଭୁବନେଶ୍ୱର ଓ କଟକରୁ ୪୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ: ୪୨ ଜଣଙ୍କୁ କରାଗଲା ଦେଶାନ୍ତର
Comments are closed.