ପାରାଦୀପ : ପାରାଦୀପରେ ଆରମ୍ଭ ହୋଇଛି ନଦୀ ମହୋତ୍ସବ । ପାରାଦୀପ ବେଳାଭୂମିରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି ।ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ ।
ଏହି ମହୋତ୍ସବରେ ସକାଳୁ ବିଭିନ୍ନ କାଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ପ୍ରତିଦନ ସକାଳୁ ବେଳାଭୂମି ସେଫେଇ କରାଯାଉଛିା ଅନ୍ୟପଟେ ଶପଥପାଠ କରାଯାଇ ମହାନଦୀର ସୁରକ୍ଷା ଓ ମହାନଦୀକୁ ଅଳିଆ ଆବର୍ଜନା ଠାରୁ ମୁକ୍ତ କରିବା ଏହି ମହୋତ୍ସବର ମୂଳ ଲକ୍ଷ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।
Comments are closed.