ଭଦ୍ରକ : ଗୋରୁ ବୋଝେଇ ଗାଡି ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଦୁଇଟି ଗୋରୁ ବୋଝେଇ ଗାଡି ଜବତ ହୋଇଛି ।୨୦ ରୁ ଉର୍ଦ୍ଧ୍ଵ ଗାଇ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁସାରେ ଦୁଇଟି ଗୋରୁ ବୋଝେଇ ପିକଅଫ୍ ଭ୍ୟାନ୍ ବାସୁଦେବପୁର ଆସୁଥିଲା ।ଏହି ସମୟରେ ବଜରଙ୍କ ଦଳ ସଦସ୍ୟ ମାନେ ଦୁଇଟି ଗାଡିକୁ ଅଟକ ରଖିଥିଲେ । ପରେ ଗାଇ ମାନଙ୍କୁ ଉଦ୍ଧାର କରିଥିଲେ ବଜରଙ୍ଗୀ ଦଳଟମ୍ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଏତେ ସଂଖ୍ୟାରେ ଗୋରୁ କେଉଁଆଡେ ଚାଲଣ ହେଉଥିଲା ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
BREAKING NEWS
- ଯୁବ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂରେ ବଟଲର ଚକିତ, ଯଦି ୧୪ରେ ଏମିତି ତେବେ ୧୮ରେ କେମିତି
- ଅଭିନେତା ରଣବୀର ସିଂହଙ୍କୁ ଧମକ, ହ୍ୱାଟ୍ସଆପରେ କୋଟି କୋଟି ଦାବି
- Pending challans: ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି PUCC: ହାଇକୋର୍ଟ
- ଟି୨୦ ବିଶ୍ୱକପ ପରେ ଖୁଲାସା ହେବ ଆଇସିସି-ପିସିବିର ସିକ୍ରେଟ ଡିଲ
- ମଣିଷ ସହ କୁଙ୍ଗ ଫୁ ଟ୍ରେନିଂ ନେଉଛି ରୋବୋ, ଭାଇରାଲ ହେଉଛି ଭିଡିଓ..
- ଧାନ ମିଲରଙ୍କ ସହ କଥା ହେଲେ ମୁଖ୍ୟ ଶାସନ ସଚିବ
- Curfew imposed: ମଣିପୁରରେ ହିଂସା: ଜଳିଲା ଘର,ହେଲା ଗୁଳିଚାଳନା; ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ
- ବିବାଦ ପରେ ବଦଳିବ ‘ଘୁସଖୋର୍ ପଣ୍ଡତ’ର ନାଁ
- ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା…
- Revenue Minister: ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ମୋତେ ଜଣାନ୍ତୁ: ମନ୍ତ୍ରୀ
Comments are closed.