ପୁରୀ : କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକ ସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି।
BREAKING NEWS
- ୭ ବର୍ଷର ରିପୋର୍ଟ କାର୍ଡ ଦେଲେ ଅପରାଜିତା: ରାସ୍ତା, ଆଲୋକ ଏବଂ ପାନୀୟ ଜଳ ଉପରେ ଗୁରୁତ୍ୱ
- ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର: ଆମ ବସ୍ରେ ମିଳିବ ମାଗଣା ସେବା
- India rejects UNCERD report:ଜାତିସଂଘ କମିଟି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା ଭାରତ;ଏହାକୁ ରାଜନୈତିକ ଭାବରେ ପ୍ରେରିତ କହିଲା
- ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ
- ନାବାଳକକୁ ଛୁରି ଭୁସିଲା ନାବାଳକ
- ଏସୀୟ କ୍ରୀଡ଼ା ୨୦୨୬: ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମର କାର୍ଯ୍ୟସୂଚୀ
- କଲମ୍ବୋ ଟେଷ୍ଟ: ଶ୍ରୀଲଙ୍କା ୧୬ ରନର ସାମାନ୍ୟ ଅଗ୍ରଣୀ
- ନେପାଳରେ ପ୍ରଳୟଙ୍କାରୀ ବନ୍ୟାକୁ ନେଇ ୟୁପି, ବିହାରରେ ହାଇ ଆଲର୍ଟ
- MY Bharat-National Sports Day ପାଇଁ ପ୍ରସ୍ତୁତି ଜୋରଦାର: କ୍ରୀଡା ପ୍ରତି ବଢିବ ଆଗ୍ରହ
- ଦୁଇ ବର୍ଷରେ ସାପକାମୁଡ଼ାରେ ଏହି ଜିଲ୍ଲାରେ ଗଲାଣି ୮୯ରୁ ଅଧିକ ଜୀବନ; ପାଲଟିଛି ଚିନ୍ତାର ବିଷୟ

Comments are closed.