ଭୁବନେଶ୍ୱର : ବର୍ଷିୟାନ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ପରଲୋକ ହୋଇଛି । ୬୩ ବର୍ଷ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । । ମିହର ଦାସଙ୍କ ବିୟୋଗରେ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ମିହିର ଦାସଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କ ନିଶା ଥିଲା। । ମିହିର ଦାସଙ୍କ ବିୟୋଗରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
BREAKING NEWS
- ଫେରିବାଲାର କି ବୁଦ୍ଧି; ମସିଣା ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ
- ମହିଳା ସଂରକ୍ଷଣ ବିଲ୍ ଆଳରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବିଜେପି: କଂଗ୍ରେସ
- ପ୍ରଧାନମନ୍ତ୍ରୀ ମୋଦି-ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସାକ୍ଷାତ, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ
- ଚାଷୀଙ୍କ ପାଇଁ ଖୁସିର ଖବର; ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି
- ଆସୁଛନ୍ତି ରାଷ୍ଟ୍ରପତି, ନୋ ଫ୍ଲାଇଙ୍ଗ ଜୋନ୍ ହେଲା ଝାରସୁଗୁଡ଼ା
- ଜନଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟିତ୍ରୀ
- ଆଜି ଅକ୍ଷୟ ତୃତୀୟା; ହଳ ବୁଲାଇ ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ
- ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ; ଚାଲିଗଲା ୧୫ ଜଣଙ୍କ ଜୀବନ, ଅନେକ ଗୁରୁତର
- ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ; ୭ ଦିନ ଯାଏଁ ନିସ୍ତାର ନାହିଁ…
- ‘ଭୂତ ବଙ୍ଗଲା’କୁ ପଛରେ ପକାଇଲା ‘ଧୁରନ୍ଧର ୨’: ୫ମ ସପ୍ତାହାନ୍ତରେ ବି ରୋଜଗାର କଲା କୋଟି କୋଟି ଟଙ୍କା
Comments are closed.