ଭୁବନେଶ୍ୱର : ଜାଗାବାଡିକୁ ନେଇ ତୁମୁଳକାଣ୍ଡ । ରାଜଧାନୀ ଉପକଣ୍ଠରେ ହେଲା ବୋମାମାଡ । ବାଲିଅନ୍ତା ଥାନା ସରକଣାରେ ବୋମାମାଡ ହୋଇଛି । ଜାଗାବାଡି ବିକ୍ରି ବାବଦରେ କମିଶନ ଟଙ୍କାକୁ ନେଇ ବୋମା ଫିଙ୍ଗା ଓ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ । ପୋଲିସ ତଦନ୍ତ ଜାରି ରଖିଛି ।
BREAKING NEWS
- ସରିଲାଣି ନିର୍ବାଚନ ,ହେଲେ ଥମୁନି ଇଭିଏମ୍ ଉତ୍ତେଜନା
- ଗାଡି ଚଲାଇବା ବେଳେ ବେପରୁଆଙ୍କୁ ସାବାଡ; ଜବତ ହେବ ଗାଡି ସହ ଫୋନ
- ୨୦୧୪ ଟି୨୦ ବିଶ୍ୱକପ: ଫାଇନାଲରେ ହାରିଲା ଭାରତ
- ମନେପଡ଼ିଯାଉଛି ସେ କରାଳ ଦିନ, ସମାନ ଦିନରେ ପୁଣି ଆଉ ଏକ ଟ୍ରେନ ଦୁର୍ଘଟଣା
- ଆଜି ମୋଦିଙ୍କ ମାରାଥନ ବୈଠକ: ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
- ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା
- ଆଜି ପୁଣି ଜେଲ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
- ରାଜଧାନୀରେ ସିରିଜ ଦୁର୍ଘଟଣା:୨ ଜଣ ଆହତ
- ଟି-୨୦ ବିଶ୍ୱ କପ୍ : କାନାଡାକୁ ୭ ୱିକେଟରେ ହରାଇଲା ଆମେରିକା
- ଯଶସ୍ବୀ ମେଧାବୃତ୍ତି: ସିଏସରେ ବିଶ୍ୱବିଦ୍ୟାଳୟ ଟପ୍ପର ନମ୍ରତା ବେହେରା
Comments are closed, but trackbacks and pingbacks are open.