ମାଲକାନଗିରି : ମାଲକାନଗିରିରେ ପଣ୍ଡ ହେଲା ନକ୍ସଲଙ୍କ ଷଡଯନ୍ତ୍ର । ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ଜବତ କରିଛନ୍ତି ବିଏସଏଫ ଯବାନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ସଦାରାମ, ସନ୍ୟାସୀଗୁଡା ଓ ତୋଟାଗୁଡା ଗାଁ ନିକଟସ୍ଥ ପାହାଡର ଉପରେ ବିଏସଏଫ ଓ ଏସଓଜି ବାହିନୀ ମିଳିତ ଭାବେ କମ୍ବିଂ ଅପରେସନ କରୁଥିବା ବେଳେ ଏହି ଲ୍ୟାଣ୍ଡମାଇନକୁ ଜବତ କରାଯାଇଛି । ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ଠାବ କରିଥିଲେ ଲ୍ୟାଣ୍ଡମାଇନ୍ । ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ଯାଞ୍ଚ କରାଯିବା ପରେ ଘଟଣାସ୍ଥଳରେ ଲ୍ୟାଣ୍ଡମାଇନ ଲାଗିଥିବା ଜାଣିବାକୁ ପାଇଥିଲେ ଯବାନ । ପରେ ୭ଟି ଲ୍ୟାଣ୍ଡମାଇନ ଜବତ କରିବା ସହ ଏହାକୁ ନିଷ୍କ୍ରିୟ କରିଥିଲେ ବିଏସଏଫ ଯବାନ ।
BREAKING NEWS
- ‘ବାହୁଡ଼ା ଯାତ୍ରା’ ପୂର୍ବ ପ୍ରସ୍ତୁତି; ଆଜି ସନ୍ଧ୍ୟା ୬ରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ପ୍ରବେଶ ମନା
- Parliament Monsoon Session: NEET ପେପର ଲିକ୍ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର, ସଂସଦରେ ଜାରି ରହିଛି ହଙ୍ଗାମା, ୧୨ଟା ଯାଏଁ ଗୃହ ମୁଲତବି
- ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
- Weather Update: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା: ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ନିଟ୍ ପେପର ଲିକ୍ ଘଟଣା: ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ କହିଲେ ପ୍ରଧାନମନ୍ତ୍ରୀ, ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ…
- ଆଜିଠୁ କମନୱେଲଥ୍ ଗେମ୍ସ ୨୦୨୬, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା…
- ପୋଖରୀ ଭିତରେ ପଶିଗଲା ବରଯାତ୍ରୀ କାର୍; ୫ ମୃତ
- Sc/st ଆଇନ ଅଧୀନରେ ୬ଟି ସ୍ୱତନ୍ତ୍ର କୋର୍ଟ ଗଠନ
- ୪ ବର୍ଷ ଶିଶୁର ଫୁସଫୁସରୁ ବାହାରିଲା ଏଲଇଡି ଲାଇଟ
- ଟିପିଏନ୍ଓଡିଏଲ୍ ବିଦ୍ୟୁତ ବିତରଣ ଅଞ୍ଚଳରେ ୨ ମେଗାୱାଟ୍ର ସୌର ପ୍ରକଳ୍ପ କାର୍ଯ୍ୟକ୍ଷମ
Comments are closed.