ଭୁବନେଶ୍ୱର : ପୁରୀ ଆସିବେ ରାମନାଥ କୋବିନ୍ଦ । ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ସରକାରୀ ଭାବରେ କୌଣସି ସ୍ପଷ୍ଟସୂଚନା ମିଳିନାହିଁ । ଚୈତନ୍ୟ ଗୌଡୟୀ ମଠ ବା ବୈଷ୍ଣବ ଗୈଡୀୟ ମଠର କାର୍ଯ୍ୟକ୍ରମ ସରଧା ବାଲିରେ ଅନୁଷ୍ଠିତ ହେବ ।ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ ବୋଲି ଜଣାପଡିଛି । ୧୦ଟା ୩୫ ମିନିଟରେ ରାଷ୍ଟ୍ରପତି କାର୍ଯ୍ୟକ୍ରମରେ ଯୋଗଦେବେ । ସେ ୧୯ ତାରିଖ ଦିନ ଭୁବନେଶ୍ୱରରେ ପହଁଞ୍ଚିବେ । ହେଲେ ଭୁବନେଶ୍ୱର କି ପୁରୀରା ରାଷ୍ଟ୍ରପତି ଅବସ୍ଥାନ କରିବେ ସେନେଇ ସୂଚନା ମିଳିନାହିାଁ
BREAKING NEWS
- LPG ଗ୍ୟାସ କଳାବଜାରୀ: ରାଜ୍ୟବ୍ୟାପୀ ଚଢ଼ାଉ ଜୋରଦାର
- ଦୁଇ ଦିନ କାଳବୈଶାଖୀ ସମ୍ଭାବନା: ୧୨ରୁ ପୁଣି ଫେରିବ ତାତି
- ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ବଣ୍ଟନ ପ୍ରକ୍ରିୟା ଶେଷ ପାଇଁ ଓସେପାର ନିର୍ଦ୍ଦେଶ
- ଆସାମ, କେରଳମ ଓ ପୁଡୁଚେରୀରେ ବଧାନସଭା ନିର୍ବାଚନ
- 50% Tariffs: ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ରାଷ୍ଟ୍ରଗୁଡ଼ିକ ଉପରେ ଟ୍ରମ୍ପଙ୍କ ୫୦% ଶୁଳ୍କ ଘୋଷଣା
- ଆଇପିଏଲ ଇତିହାସରେ ଦ୍ରୁତ ୫୦୦ ବାଉଣ୍ଡରୀ ମାରିଥିବା ବ୍ୟାଟ୍ସମ୍ୟାନ
- LPG Blackmarket: ରାଜ୍ୟରେ ଏଲପିଜି କଳାବଜାରୀ :୩୪୩୫ ସିଲିଣ୍ଡର ଜବତ,୫ ଗିରଫ
- 5kg LPG: ରାଜ୍ୟର ପେଟ୍ରୋଲ୍ ପମ୍ପରେ ମିଳିବ ୫ କେଜି ଏଲ୍ପିଜି ଗ୍ୟାସ୍;ରିଫିଲିଂ ପାଇଁ ଏତିକି ଟଙ୍କା ପଡ଼ିବ
- Rourkela Plane Crash:ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ରିପୋର୍ଟ ;ଅଏଲ ପ୍ରେସର କମ୍ ଯୋଗୁଁ…
- Kalinga Hospital: ମ୍ୟାକ୍ସ ୩୦୦କୋଟିରେ କଳିଙ୍ଗ ହସ୍ପିଟାଲର ନିୟନ୍ତ୍ରଣ ଅଂଶଧନ ଅଧିଗ୍ରହଣ କଲା
Comments are closed.