ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କୁ ୨୭୧୬୫୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ରାଜଶ୍ରୀ ମଲ୍ଲିକ ସମୁଦାୟ ୬୧୯୯୮୫ ଭୋଟ୍ ପାଇଥିବାବେଳେ ବିଭୁପ୍ରସାଦ ତରାଇଙ୍କୁ ମିଳିଛି ୩୪୮୩୩୦ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ୨୩୯୬୮୪ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ଖୁବ୍ଶୀଘ୍ର ଆସିବ ‘ଜନ୍ତର-ମନ୍ତର ସିଜନ୍-୨’: ବିଜେପି ଉପରେ ବର୍ଷିଲେ ସିଜେପି ପ୍ରତିଷ୍ଠାତା
- Puri development: ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି;ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
- ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ମିଳିବ ଚାକିରି: ନୂଆ ଥଇଥାନ ନିୟମକୁ ଅନୁମୋଦନ ଦେଲେ ରାଜ୍ୟ ସରକାର
- ୟୁନିଫର୍ମ ଯୋଗାଇବେ ସରକାର, କ୍ୟାବିନେଟରେ ୮୮୩ କୋଟି ଟଙ୍କାର ବ୍ୟୟବରାଦକୁ ମୋହର
- ସଚିବାଳୟ ହେବ ଆହୁରି ହାଇଟେକ୍, ଆସିବ ‘ଓସ୍ୱାସ ୨.୦’: କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
- କୃଷି ଓ କୃଷକଙ୍କ ଉନ୍ନତି ଉପରେ ସରକାରଙ୍କ ଫୋକସ୍: ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିକୁ ମିଳିବ ପାଣି
- Odisha Cabinet: ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର
- ବିନା ଚେହେରା ଓ ସଂଳାପରେ ଆସିଲା ‘ହୈୱାନ୍’ର ଟିଜର୍: ଅନ୍ଧ ଭୂମିକାରେ ସୈଫ୍, ଖଳନାୟକ ସାଜିଛନ୍ତି ଅକ୍ଷୟ କୁମାର
- ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା: ଚାକିରିରୁ ବହିଷ୍କୃତ ହେଲେ ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡିକାଲ ଅଫିସର
- ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍କୁ ଅନୁମୋଦନ

Comments are closed.