କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ୨୬୮୧୪ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ବସନ୍ତ କୁମାର ପଣ୍ଡା ସମୁଦାୟ ୪୩୩୦୭୪ ଭୋଟ୍ ପାଇଥିବାବେଳେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମିଳିଛି ୪୦୬୨୬୦ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସ ୩୧୯୨୦୨ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- Hanuman Ansh: ୧୦ ଲକ୍ଷରୁ ଆରମ୍ଭ, ଏବେ ୫୪ କୋଟି ପାର୍! ‘ହନୁମାନ ଅଂଶ’ର କମାଲ ଦେଖି ଚମକିଲା ବକ୍ସ ଅଫିସ୍
- ଗମ୍ଭୀର, ଅଗରକର ଓ ଲକ୍ଷ୍ମଣଙ୍କୁ ବିସିସିଆଇର ଡାକରା
- Glacial Lakes: ହିମାଳୟରେ କାୟା ମେଲାଉଛି ମୃତ୍ୟୁ! ଡରାଇଲାଣି ସାଟେଲାଇଟ୍ ଚିତ୍ର…ନେପାଳ ବନ୍ୟା ପରେ ବଢ଼ିଲା ଭାରତର ଚିନ୍ତା!
- ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା!
- Odisha DGP: ଡିଜିପି ଚୟନ ମାମଲା:ସୁପ୍ରିମକୋର୍ଟରେ ଶୁଣାଣି ସେପ୍ଟେମ୍ବର ୭କୁ ଘୁଞ୍ଚିଲା
- ନୂଆ ଡ୍ରେସକୋଡ ଲଞ୍ଚ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍; ଝଲସୁଛି ଭାରତୀୟ କଳା ଓ ସଂସ୍କୃତି
- ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
- Rising Sea Levels: ସମୁଦ୍ରରେ ଲୀନ ହେବ ମୁମ୍ବାଇ-କୋଲକାତା? ୧.୪ କୋଟି ଲୋକଙ୍କ ଘରକୁ ବିପଦ, ଜାତିସଂଘର ଭୟଙ୍କର ଚେତାବନୀ
- Russia helping Iran: ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍ କ୍ଷମତା?
- Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…

Comments are closed.