ଭୁବନେଶ୍ୱର: ଚନ୍ଦକା ଡଁପଡ଼ା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦର ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନାହିଁ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ଭୋର୍ ୩ଟା ବେଳେ ନନ୍ଦର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
୨୦୧୦ ମିହାରେ ନନ୍ଦକୁ ନନ୍ଦନକାନନରୁ ଚନ୍ଦକା ଗୋଡିବାରୀକୁ ଅଣାଯାଇଥିଲା । ହିଂସ୍ର ଜନ୍ତୁଙ୍କୁ ସାବାଡ କରିବା ପାଇଁ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା । ଏହାପରେ ନନ୍ଦନକାନନରେ ପର୍ୟ୍ୟଟକଙ୍କ ମନ ଜିଣୁଥିଲା ପୋଷା ଦନ୍ତା ହାତୀ ନନ୍ଦ ।
BREAKING NEWS
- ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି ମାମଲା: ରିପୋର୍ଟ ତଲବ କଲେ ଡିଇଓ
- ନକଲି ମଦ କାରଖାନା ଠାବ, ବିପୁଳ ମଦ ସହ ୨ ଗିରଫ
- ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ;୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଫୁଲୁଛି ମହାନଦୀ; ଭଟ୍ଟାରିକା ମନ୍ଦିରରେ ପଶିଗଲା ବନ୍ୟାଜଳ,ଚଳନ୍ତି ପ୍ରତିମାଙ୍କୁ ଅସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତର…
- Floods in Odisha:ଟ୍ରାକ୍ଟରରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ;ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ
- ଆସନ୍ତାକାଲି ବନ୍ଦ ରହିବ ଭଦ୍ରକ ଓ ନବରଙ୍ଗପୁରର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର
- ସ୍କୁଲରୁ ନିଖୋଜ, ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ମିଳିଲା ଶବ: ରାଜଧାନୀରେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
- ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ
- ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ୨ ଗିରଫ
- ୨୦୩୬ ବେଳକୁ ଟଙ୍କାର ମହତ୍ୱ ରହିବନି: ଏଲନ୍ ମସ୍କ
Comments are closed.