ଭୁବନଶ୍ୱର: ନବୀନଙ୍କ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଆଠ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ସମୀର ଦାଶ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ବାଲେଶ୍ୱର ଜଳେଶ୍ୱରର ବିଧାୟକ ଅଶ୍ୱୀନୀ ପାତ୍ର ପରେ ଯାଜପୁର ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇ ଶପଥ ନେଇଛନ୍ତି। ସେହିପରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶପଥ ନେଇଛନ୍ତି । ଏହାପରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଶପଥ ନେଇଛନ୍ତି। ଏହାପରେ ରେଢାଖୋଲର ବିଧାୟକ ରୋହିତ ପୂଜାରୀ ଶପଥ ନେଇଛନ୍ତି। ଏହାପରେ ବିଜେପୁରର ବିଧାୟିକା ରୀତା ସାହୁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରୀତା ପ୍ରଥମ ଥର ପାଇଁ ଶପଥ ନେଇଛନ୍ତି। ଏହାପରେ ଶେଷରେ ବାସନ୍ତି ହେମ୍ରମ ଶପଥ ନେଇଛନ୍ତି ।
BREAKING NEWS
- ମେ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଥାଲାପତି ବିଜୟ
- ଆଇପିଏଲରେ ଗର୍ଲଫ୍ରେଣ୍ଡ କଲଚର ନେଇ କଠୋର ହେବ ବିସିସିଆଇ
- ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ
- ଇସ୍ତଫା ଦେବେନି ମମତା, ରୋକଠୋକ୍ ମନା କଲେ…
- ଗୁଜରାଟରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଆସିବ ନିବେଶ
- ଗଛ ପଡ଼ି ୩ ମୃତ, ଜଣେ ଆହତ
- ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ, ପାର୍ଟିସନ ସୁଟ୍ କେସ ବାବଦକୁ ନେଉଥିଲେ ଲାଞ୍ଚ
- ୨୫ ବର୍ଷ ପରେ ରିଲିଜ ହେଲା ଇରଫାନ-ବିଦ୍ୟାଙ୍କ ଫିଲ୍ମ
- Mamata Banerjee Defeat: ଶାସନ, ଆସନ ସବୁ ଗଲା… ଏବେ ଭତ୍ତା ପାଇବେ ଦିଦି?
- ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ବାଛିବେ ଶାହ ଓ ମୋହନ
Comments are closed.