ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୫୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୦ରୁ ୧୮ ବର୍ଷ ବୟସର ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୯ ଜଣ ଲେକାଲ୍ କେସ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୪, କଟକରୁ ୧୧୮, ଷ୍ଟେଟପୁଲରୁ ୪୫, ସୁନ୍ଦରଗଡ଼ରୁ ୪୨, ପୁରୀରୁ ୩୭, ସୋନପୁରରୁ ୨୦, ମୟୂରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୬, ଗଜପତି ଓ ଜଗତସିଂହପୁରରୁ ୮ ଜଣ, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୬ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 9th July
New Positive Cases: 576
Of which 0-18 years: 69
In quarantine: 337
Local contacts: 239(Details of local contacts will be shared by concerned District)
1. Angul: 1
2. Balasore: 16
3. Bargarh: 2
4. Bhadrak: 6
5. Balangir: 2
6. Boudh: 1— I & PR Department, Odisha (@IPR_Odisha) July 10, 2022
ସେହିପରି କଳାହାଣ୍ଡି, ନୂଆପଡ଼ାରୁ ୫ ଜଣ, ଦେବଗଡ଼, କେନ୍ଦୁଝରରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୩, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ନୟାଗଡ଼ ଓ ରାୟଗଡ଼ାରୁ ୨ ଜଣ, ଅନୁଗୁଳ, ବୌଦ୍ଧ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୩୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୩ ହଜାର ୨୭ ରହିଛି ।
24. Rayagada: 2
25. Sambalpur: 6
26. Sonepur: 20
27. Sundargarh: 42
28. State Pool: 45New recoveries: 344
Cumulative tested: 32229698
Positive: 1293504
Recovered: 1281298
Active cases: 3027— I & PR Department, Odisha (@IPR_Odisha) July 10, 2022
Comments are closed.