ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଏସଏସଏଲଭି-ଡି୧ ସାଟେଲାଇଟ କକ୍ଷଚ୍ୟୁତ ହୋଇଛି । ଫଳରେ ଏହା ଆଉ କୌଣସି କାର୍ଯ୍ୟରେ ଲାଗିବ ନାହିଁ ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ନବନିର୍ମିତ ସାଟେଲାଇଟ ଲଂଚ ଭେହିକିଲ ଏସଏସଏଲଭି-ଡି୧ ଦ୍ୱାରା ପ୍ରଥମ ଥର ପାଇଁ ଉତକ୍ଷେପଣ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଛି । ଏହାର ତ୍ରୁଟି କେଉଁଠାରେ ରହିଲା ତାର ତର୍ଜମା କରାଯିବ । ତ୍ରୁଟି ସୁଧାରିବା ପରେ ଏସଏସଏଲଭି-ଡି୨ର ଉତକ୍ଷେପଣ ପାଇଁ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । କ୍ଷୁଦ୍ର ସାଟେଲାଇଟ ଛାଡିବା ଲାଗି ଏସଏସଏଲଭିର ବିକଶିତ କରାଯାଇଥିଲା । ପ୍ରଥମ ଥର ପାଇଁ ୨ଟି ସାଟେଲାଇଟ ଏକତ୍ର ଛଡା ଯାଇଥିଲା । ଏହା ମଧ୍ୟରୁ ଆଜାଦିସାଟ ସାଟେଲାଇଟକୁ ୭୫ଟି ବିଦ୍ୟାଳୟର ୭୫୦ ଛାତ୍ରୀ ମିଳିତ ଭାବେ ଏହାକୁ ନିର୍ମାଣ କରିଥିଲେ ।
BREAKING NEWS
- ମମତାଙ୍କ ପାଇଁ ବଢୁଛି ଅଡ଼ୁଆ: କାଳୀଘାଟ ବୈଠକ ଓ ସିଆଇଡି ତଦନ୍ତ ଭିତରେ ଟିଏମସି ରାଜନୀତିରେ ନୂଆ ମୋଡ଼
- ମମତାଙ୍କ ପାଇଁ ଯୁସୁଫ ପଠାନଙ୍କୁ ଆସନ ଛାଡ଼ିବାକୁ କହିଥିଲେ କି ସୌରଭ ଗାଙ୍ଗୁଲି? ପ୍ରକୃତ ସତ୍ୟ ସାମ୍ନାକୁ ଆଣିଲେ ‘ଦାଦା’
- ଆୟୁଷ୍ମାନ କାର୍ଡ ନେଇ ବଡ଼ ନିର୍ଦ୍ଦେଶ, ରୋଗୀଙ୍କଠାରୁ ଟଙ୍କା ନେଲେ ହେବ କାର୍ଯ୍ୟାନୁଷ୍ଠାନ
- କେନ୍ଦ୍ରାପଡ଼ା କଲେକ୍ଟରେଟ୍ରେ ଯୁବକଙ୍କ ମୃତ୍ୟୁ, ସରକାରଙ୍କୁ ଘେରିଲା ବିଜେଡି
- ଦଳରୁ ବାଦ ପଡିବା ପରେ ଆସିଲା ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା
- ଜୁଆ ଆଡ୍ଡା ଉପରେ ଚଢ଼ାଉ; ୭ ଜୁଆଡି ଗିରଫ, ୨ଟି ବୋଲେରୋ ସହ ନଗଦ ଟଙ୍କା ଜବତ
- ଦିଲ୍ଲୀରେ ଗର୍ଜିଲା Cockroach Janta Party, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- FSSAIର ବଡ଼ ନିର୍ଦ୍ଦେଶ, ଖବରକାଗଜରେ ଖାଦ୍ୟ ପ୍ୟାକିଂ ତୁରନ୍ତ ବନ୍ଦ କରନ୍ତୁ
- ଖରା ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ
- ରାହୁଲ, ଗିଲଙ୍କ ଶତକ: ଆଫଗାନିସ୍ତାନ ବିପକ୍ଷରେ ବଡ ସ୍କୋର ଅଭିମୁଖେ ଭାରତ
Comments are closed.