କରାଚୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ସମାପ୍ତି ପରେ ପାକିସ୍ତାନର ସମସ୍ତ ଆଥଲେଟ ସ୍ୱଦେଶ ଫେରିଥିବା ବେଳେ ୨ଜଣ ନିଖୋଜ ଅଛନ୍ତି । ଏହି ୨ ବକ୍ସରଙ୍କ ନାମ ହେଲା ସୁଲେମାନ ବଲୋଚ ଓ ନଜୀରଉଲ୍ଲା । ଏମାନେ ୟୁରୋପରେ ଲୁଚି କରି ରହିଥିବା ଅନୁମାନ କରାଯାଉଛି । ପାକିସ୍ତାନ ବକ୍ସିଂ ଫେଡେରେଶନ ଏମାନଙ୍କୁ ଖୋଜ ଖବର ଉଦ୍ୟମ ଜାରୀ ରଖିଛି । ଯେତେବେଳେ ଅନ୍ୟ ଖେଳାଳିମାନେ ବସରେ ବସିବାକୁ ଗଲେ ସେମାନଙ୍କ ପତା ମିଳି ନ ଥିଲା । ଦୁଇଜଣଙ୍କ ଟ୍ରାଭେଲ ଡକ୍ୟୁମେଂଟ ପାକିସ୍ତାନୀ ଅଫିସରଙ୍କ ପାଖରେ ରହିଛି । ଏ ସମ୍ପର୍କରେ ବ୍ରିଟେନ ସରକରଙ୍କୁ ଅଫିସିଆଲ ଜଣାଇ ଦିଆଯାଇଛି । ବର୍ମିଂହାମରେ ଏହି ଦୁଇ ବକ୍ସର ଥିବା ଅନୁମାନ କରାଯାଉଛି । ପୂର୍ବରୁ ଶ୍ରୀଲଙ୍କାର କେତେ ଜଣ ଆଥଲେଟ ନିଖୋଜ ହୋଇଥିବା ଜଣା ପଡିଥିଲା ।
BREAKING NEWS
- ତେଲ ନଦୀରେ ବନ୍ୟା: ଲାଇଫ ଜ୍ୟାକେଟ୍ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ
- ବୟସ ଜାଲିଆତି ରୋକିବାକୁ ବିସିସିଆଇର ବଡ଼ ପଦକ୍ଷେପ: ଯାଞ୍ଚ କରିବ ସ୍ୱତନ୍ତ୍ର ଏଜେନ୍ସି
- ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ: ବିଜେପି ନେତାଙ୍କଠାରୁ ଧମକ ମିଳୁଥିବା ନେଇ ସିଜେପି ନେତା ଅଭିଜିତ ଦିପକେଙ୍କ ଗମ୍ଭୀର ଅଭିଯୋଗ
- ରୁଟ ଇଂଲଣ୍ଡ ଟେଷ୍ଟ ଦଳର ନୂଆ ଅଧିନାୟକ, ଫ୍ଲେମିଂ ହେଲେ କୋଚ
- ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ରାଜ୍ୟପାଳ
- ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କଲା ଖଡଗେଙ୍କ ଏପରି ମନ୍ତବ୍ୟ.. ରେକର୍ଡରୁ ମଧ୍ୟ ହଟାଇ ଦିଆଗଲା
- Koida Tragedy: କୋମଳମତି ଶିଶୁଙ୍କର ଦୁଃଖଦ ମୃତ୍ୟୁ; ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ିଗଲେ ଦୁଇ ଭାଇ ଭଉଣୀ
- ସହରାଞ୍ଚଳ ବନ୍ୟା ମୁକାବିଲାକୁ ନେଇ ଆଲର୍ଟ ମୋଡ୍ରେ ସରକାର: ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ, ପ୍ରସ୍ତୁତ ହେଉଛି ନୂଆ ଡ୍ରେନେଜ୍ ମାଷ୍ଟର ପ୍ଲାନ୍
- ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
- ରାଜଧାନୀରେ ପରକୀୟା ପ୍ରେମର କରୁଣ ପରିଣତି: ସ୍ତ୍ରୀକୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବା ସ୍ୱାମୀ ଓ ପ୍ରେମିକାଙ୍କୁ ଆଜୀବନ ଜେଲ୍
Comments are closed.