ନୂଆଦିଲ୍ଲୀ: ଭାରତ ସରକାର ଆଜି ପୁନର୍ବାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଏଥିରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ୮ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରାଯାଇଛି । ଏଥିରେ ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ ଚ୍ୟାନେଲ ସାମିଲ । ଭାରତ ବିରୋଧର ଏଗୁଡିକ ମିଥ୍ୟା ଖବର ପ୍ରସାରିତ କରୁଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହାର ୮୫ ଲକ୍ଷ ୭୩ ହଜାର ସବସ୍କ୍ରାଇବାର ଥିବା ବେଳେ ୧୧୪ କୋଟିରୁ ଅଧିକ ଏଗୁଡିକ ଦେଖାଯାଇଛି । ଏପ୍ରିଲରେ ସରକାରଙ୍କ ପକ୍ଷରୁ ୨୨ ୟୁଟ୍ୟୁବ ଚ୍ୟାନେଲ ପ୍ରସାରଣ ବନ୍ଦ କରାଯାଇଥିଲା । ମିଥ୍ୟା ଖବର ପ୍ରସାରଣ କରି ଏଗୁଡିକ ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିଲେ । ଆଇଟି ନିୟମ ୨୦୨୧ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତ ବିରୋଧରେ ଫେକ ନ୍ୟୁଜ ପ୍ରସାରଣ କରି ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ ।
BREAKING NEWS
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?
- ୱାଶିଂଟନ ସୁନ୍ଦରଙ୍କ ଚୟନ, ୪ ଅନଫିଟ୍ ଖେଳାଳି ଏବଂ କୃଣାଲଙ୍କ ବାଦ୍ ପଡ଼ିବା ନେଇ ଆଲୋଚନା
- ଦେବଗଡ଼ ଜିଲ୍ଲା କଲ୍ଲା ପ୍ୟାକ୍ସର ପୂର୍ବତନ ସଂପାଦକ ଶ୍ରୀପତି ପ୍ରଧାନ ଗିରଫ
- ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି: ଦ୍ୱିତୀୟ ଭୋଗମଣ୍ଡପ ପରେ ଦର୍ଶନ ଉପରେ କଟକଣା
- ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଠକେଇ: ୨ ପୂର୍ବତନ ଅଧିକାରୀଙ୍କ ନାଁରେ ଆଉ ଏକ ମାମଲା ରୁଜୁ
- ଏସିଆନ୍ ଗେମ୍ସ: ଜାପାନର କାରୋଗୀ ସ୍ପୋର୍ଟସ ପାର୍କ ଗ୍ରାଉଣ୍ଡ ଓ ଶୌଚାଳୟ ସୁବିଧାକୁ ନେଇ ସ୍ପଷ୍ଟୀକରଣ
- ‘ଆଜି ଧର୍ମ ଓ ନ୍ୟାୟର ଜୟ ହୋଇଛି, ସଂଘର୍ଷ ବେଳେ ସାଥୀରେ ଥିଲେ ନବୀନ ବାବୁ’: ଜେଲ୍ରୁ ବାହାରି କହିଲେ ପୂର୍ବତନ ବିଧାୟକ

Comments are closed.