Latest Odisha News

BREAKING NEWS

ଓଡିଆ ଆଇପିଏସ୍ ଅଫିସର ହେଲେ ତାମିଲନାଡୁ ଡିଜିପି

ଭୁବନେଶ୍ୱର : ଓଡିଆ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀ ଶନିବାର ଦିନ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

ସେ ତାମିଲନାଡୁ କ୍ୟାଡରର (୧୯୮୫ ବ୍ୟାଚ୍) ଆଇପିଏସ୍ ଅଧିକାରୀ । ଶ୍ରୀଯୁକ୍ତ ତ୍ରିପାଠୀ ପୂର୍ବରୁ ଚେନ୍ନାଇର ପୋଲିସ କମିଶନର ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave A Reply

Your email address will not be published.