Latest Odisha News

BREAKING NEWS

ବିଷ୍ଣୁ ସେଠୀ ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ

ଭୁବନେଶ୍ୱର: ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଓଡ଼ିଶା ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ ହୋଇଥିବା ନେଇ ଶନିବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଛି ।

ଏହାବ୍ୟତୀତ, ବିଧାନସଭାରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ବିଜେପି ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଥିବା ନେଇ ବିଜେପି ମୁଖପାତ୍ର ଗୋଲକ ନାୟକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.