Latest Odisha News

BREAKING NEWS

ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠର ଦୃଶ୍ୟ

ପୁରୀ : ଖୁବଶୀଘ୍ର ପୁରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ  ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି  ।

ଏହା ପରେ ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠର ଦୃଶ୍ୟ।  ଲୋକନାଥ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଲୋକନାଥ ମନ୍ଦିରର ସୌନ୍ଦର୍ଯ୍ଯକରଣ ସହ ପରିସର ବୃଦ୍ଧି କରାଯିବ। ଲୋକନାଥ ମନ୍ଦିର ପରିସର ୧୪ ଏକରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା କରାଯାଇଛି। ଏଥିସହ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ମନ୍ଦିର ନିକରଟରେ ପାର୍କିଂ ସ୍ଥଳ, ଯାତ୍ରୀ ନିବାସ ତିଆରି କରାଯିବ। ମନ୍ଦିରର ଉନ୍ନତିକରଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହେବ ନାହିଁ।  ଏଥିସହ ସେବାୟତଙ୍କ ଦୀର୍ଘଦିନର ଦାବି ପୂରଣ ହେବ।ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠ। ଆଜି ସନ୍ଧ୍ୟାରେ ଲୋକନାଥ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।

ଲୋକନାଥ ମନ୍ଦିରର ସୌନ୍ଦର୍ଯ୍ଯକରଣ ସହ ପରିସର ବୃଦ୍ଧି କରାଯିବ। ଲୋକନାଥ ମନ୍ଦିର ପରିସର ୧୪ ଏକରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା କରାଯାଇଛି। ଏଥିସହ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ମନ୍ଦିର ନିକରଟରେ ପାର୍କିଂ ସ୍ଥଳ, ଯାତ୍ରୀ ନିବାସ ତିଆରି କରାଯିବ। ମନ୍ଦିରର ଉନ୍ନତିକରଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହେବ ନାହିଁ।  ଏଥିସହ ସେବାୟତଙ୍କ ଦୀର୍ଘଦିନର ଦାବି ପୂରଣ ହେବ।

Comments are closed.