ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର କେ. ଭେଙ୍କେଟ ରମଣ ଚାରୀ(୬୮)ଙ୍କ ଶୁକ୍ରବାର ଅପରାହ୍ନ ୩ଟା ୧୫ ବେଳେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ବିଷୟରେ ଆଇଜର ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସେ ଆମେରିକାରେ ଥିବା ବେଳେ ତାଙ୍କର ହୃଦଘାତରୁ ପରଲୋକ ହୋଇଥିବା କୁହାଯାଉଛି। ୨୦୧୭ ଅକ୍ଟୋବର ୧୦ ତାରିଖରେ ବ୍ରହ୍ମପୁରରରେ ଆଇଜର ପ୍ରତିଷ୍ଠା ହୋଇଥିବା ବେଳେ ପ୍ରଫେସର ଚାରୀ ଏହାର ପ୍ରଥମ ନିର୍ଦେଶକ ଭାବେ ଯୋଗ ଦେଇଥିଲେ। ଜଣେ ରସାୟନ ବିଜ୍ଞାନୀ ଭାବେ ସେ ବହୁ ଗବେଷଣା କରିଥିଲେ। ତାଙ୍କର ପତ୍ନୀ ଓ ଦୁଇ ପୁଅ ରହିଛନ୍ତି। ତାଙ୍କ ମୃତ୍ୟୁରେ ଆଇଜର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି।
BREAKING NEWS
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
- Illegal Cattle Smuggling:ଥମୁନି ବେଆଇନ ଗୋ ଚାଲାଣ: ତେଲ ଟ୍ୟାଙ୍କର ଭିତରେ ଥିଲେ ୩୫ରୁ ଅଧିକ ଗୋରୁ
- ଓଡିଶାରୁ ୩ ଜଣଙ୍କୁ ମିଳିପାରେ ପଦ୍ମଶ୍ରୀ ପୁରସ୍କାର
- ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହେଲା ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି
- ଭାରତର ଏକମାତ୍ର ଗଣତନ୍ତ୍ର ଦିବସ ଯେଉଁଥିରେ ଜଣେ ପାକିସ୍ତାନୀ ନେତା ହୋଇଥିଲେ ମୁଖ୍ୟ ଅତିଥି…
- Munir’s army: ପିଲା ଏବଂ ମହିଳାଙ୍କୁ ଅପହରଣ କରୁଛି ପାକିସ୍ତାନ ସୁରକ୍ଷା ବାହିନୀ? ପାକ୍ ବିରୋଧରେ ଜୋରଦାର ପ୍ରତିବାଦ
Comments are closed.