ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ତାଙ୍କ ଘର ଭିତର ମିଳିଛି। ମୃତା ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଅ ସନା ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ସହ ଘରେ ରହୁଥିଲେ। ଶୁକ୍ରବାର ରାତିରେ ପୁଅ ସନା ଟଙ୍କା ମାଗିଥିଲେ। କିନ୍ତୁ ତ୍ରିବେଣୀ ଦେଇନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼଼ା ହୋଇଥିଲା। ଶନିବାର ସକାଳେ ତ୍ରିବେଣୀଙ୍କ ଶକ ଘର ଭିତରେ ପଡ଼ିରହିଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ। ଏନେଇ ତାରସିଙ୍ଗି ଥାନା ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୁଅ ସନାଙ୍କୁ ଅଟକ ରଖିଛି।
BREAKING NEWS
- ଭୁବନେଶ୍ଵରରେ ନଡ୍ଡା, ଆସନ୍ତାକାଲି କରିବେ ରୋଡ ସୋ’
- ଆଗାମୀ ଆଇପିଏଲରେ ଏହି ଟିମକୁ ଯାଇ ପାରନ୍ତି ରୋହିତ
- ବଦଳିଗଲେ କି ରାହୁଲ ଗାନ୍ଧୀ? ମୋଦୀଙ୍କୁ ସିଧା ଆଟାକ, ନବୀନଙ୍କ ନାଁ ନେଲେନି
- ଯାତ୍ରୀଙ୍କ ପାଇଁ ଖୁସି ଖବର: ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ
- ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ବିଜେପିକୁ ଜୋରଦାର ଲାଗିଛି: ବିଜେଡି
- ଗିରଫ ହେଲେ ଝାଡଖଣ୍ଡ ମନ୍ତ୍ରୀ ଆଲାମଗିର ଆଲାମ
- ‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’
- ଚାରିଧାମ ଯାତ୍ରାରେ ଯାଇ ୧୧ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଅଫଲାଇନ ରେଜିଷ୍ଟେ୍ରଶନ
- ୭୫ ବର୍ଷ ବୟସରେ ବାପାଙ୍କ ବିବାହ କରାଇଲେ ଝିଅ
- ‘ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲାର ବିକାଶ ଦୁଇ ଗୁଣା ହେବ’