ଭୁବନେଶ୍ୱର: ଯାଜପୁର କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଟ୍ରାଜେଡିରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହିତ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଦାବି କରିଛନ୍ତି । ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଜାଣିବା ପାଇଁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି ଶରତ ପଟ୍ଟନାୟକ ।
BREAKING NEWS
- ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ: ମନ୍ତ୍ରୀ
- Myanmar Military Airstrike: ବୌଦ୍ଧ ମଠ ଉପରେ ସେନାର ଏୟାରଷ୍ଟ୍ରାଇକ;୧୪ ମୃତ, ୨୦ ଆହତ
- ଜାଣିପାରିଲେନି କାମୁଡିଦେଲା ସାପ, ଚାଲିଗଲା କକା-ପୁତୁରାଙ୍କ ଜୀବନ
- Explosion At NTPC Plant:କଣିହାଁ NTPC କୋଇଲା ବଙ୍କରରେ ବିସ୍ଫୋରଣ;୫ ଆହତ, ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ
- ୩୧ ରୁ ରତ୍ନଭଣ୍ଡାର ଗଣତି, ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
- Sugar Prices: କାହିଁକି ଉପରମୁହାଁ ଚିନି ଦର? ୬୦ ଛୁଇଁଲାଣି କିଲୋ! ସରକାର କହିଲେ ପ୍ରକୃତ କାରଣ…
- ପୁଣି ଖାକିରେ ଲାଗିଲା ଦାଗ! ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, SIଙ୍କ ନାଁରେ ସଙ୍ଗିନ ଅଭିଯୋଗ
- Judicial Service: ଜଜ୍ ହେବାକୁ ଆଶାୟୀଙ୍କ ପାଇଁ ଖୁସି ଖବର, ନ୍ୟାୟିକ ସେବା ପରୀକ୍ଷା ପାଇଁ ଏଣିକି ୩ ନୁହେଁ, ଦରକାର ୧ ବର୍ଷର ଓକିଲାତି ଅନୁଭବ
- ଓଲା-ଉବେର-ରାପିଡୋ ପାଇଁ ଆସିଲା ନୂଆ ନିୟମ! ଏହି ଦିନରୁ ବଦଳିବ ଆପ୍ କ୍ୟାବ୍ ବ୍ୟବସ୍ଥା
- Adulterated Paneer: ଏବେ ଖାଇବେ କ’ଣ…କ’ଣ କିଣିବେ? ଭେଜାଲ ପନିର ନେଇ ତନାଘନା, ଓଡ଼ିଶାରେ ୪୦୦ କେଜି ଛେନା-ପନିର ନଷ୍ଟ


Comments are closed.