ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ଘରେ ପୁଣି ଥରେ ପହଞ୍ଚିଛି କ୍ରାଇମ୍ ବ୍ରାଞ୍ଚ। ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡିସ୍ଥିତ ପୈତୃକ ଘରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଛି କ୍ରାଇମ୍ ବ୍ରାଞ୍ଚର ଏକ ଟିମ୍। ତେବେ ସେମାନେ ଘଟଣାର କେଉଁ ଦିଗକୁ ନେଇ ତଦନ୍ତ କରୁଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ପୂର୍ବରୁ ମଧ୍ୟ କ୍ରାଇମ୍ ବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁରରେ ୫ ଦିନ ରହି ତଦନ୍ତ କରିଥିଲା। ଗୋପାଳଙ୍କ ଭାଇ ସତ୍ୟ ନାରାୟଣ, ପତ୍ନୀ ଜୟନ୍ତୀ ଏବଂ ଅନ୍ୟମାନଙ୍କୁ ପଚରାଉଚରା ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରିଥିଲା କ୍ରାଇମ୍ ବ୍ରାଞ୍ଚ।
BREAKING NEWS
- ଗାୟକ ଜୁବୀନ ଗର୍ଗଙ୍କ ହତ୍ୟା ପଛରେ ୪ ଅଭିଯୁକ୍ତ; ଚାର୍ଜସିଟ୍ ଦାଖଲ କଲା ଏସଆଇଟି
- ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ
- ଦରକାର ପଡ଼ିବନି ଇଡ଼ଲି ମେକର, ଷ୍ଟିଲ୍ ଗ୍ଲାସରେ ସହଜରେ ବନାନ୍ତୁ ଇଡ଼ଲି
- ୧୩ ବର୍ଷ ସାନ ବାନ୍ଧବୀଙ୍କ ସହ ଅର୍ଜୁନ ରାମପାଲଙ୍କ ନିର୍ବନ୍ଧ
- ଇତିହାସ ରଚିଲେ କୋଲହାପୁରର ଝିଅ, ଆଇଏମଏରୁ ପାସ୍ ହୋଇଥିବା ପ୍ରଥମ ମହିଳା ହେଲେ ଲେଫ୍ଟନାଣ୍ଟ ସାଇ ଜାଦବ
- ବଣ୍ଡି ବିଚରେ ଗୁଳିମାଡ; ୧୦ ମୃତ, ୧୬ରୁ ଅଧିକ ଆହତ
- ପୁଣି ସାମ୍ନାକୁ ଆସିଲା ପୋଷାକରେ ଥିବା ମହାପ୍ରଭୁଙ୍କର ପ୍ରତିଛବି…
- କାନାଡାରେ ଦୁଇ ଭାରତୀୟ ଯୁବକଙ୍କୁ ଗୁଳି ମାଡ
- ଭାରତର ୱାଟର ବେବୀ: ୨ ବର୍ଷ ହୋଇନି, ସନ୍ତରଣରେ କରୁଛନ୍ତି କମାଲ
- ବିପଦରେ ମେଘନାଦ ପାଚେରି, ଗଳୁଛି ପାଣି…
Comments are closed.