Latest Odisha News

BREAKING NEWS

ଓଡ଼ିଶା ନିର୍ବାଚନ କମିଶନର୍ ଭାବେ ଆଦିତ୍ୟ ପାଢୀଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଛି ନୂଆ ନିଯୁକ୍ତି । ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ରାଜ୍ୟ ନିର୍ବାଚନ କମିଶନର ଭାବେ ଶ୍ରୀ ପାଢୀଙ୍କ ନିଯୁକ୍ତିକୁ ବୁଧବାର ଦିନ ଅନୁମୋଦନ କରିଛନ୍ତି ।

ବୁଧବାର ସନ୍ଧ୍ୟାରେ ଶ୍ରୀ ପାଢୀ ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ପ୍ରଦାନ କରିବାନେଇ ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ଓଡ଼ିଶା ମୁଖ୍ୟ ଶାସନ ସଚିବ ପଦବୀ ଛାଡ଼ିପାରନ୍ତି ଆଦିତ୍ୟ ପାଢୀ

 

Leave A Reply

Your email address will not be published.