Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ୩୯ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ରାଜ୍ୟର ୩୯ଜଣ କୃତୀ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବେ ।

ନିମ୍ନଲିଖିତ ପୋଲିସ କର୍ମଚାରୀ ମାନଙ୍କୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସ୍ୱାଧୀନତା ଦିବସ ଦିନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ:

ପୋଲିସ ମେଡ଼ାଲ୍ ଫର୍ ଗ୍ୟାଲେଣ୍ଟ୍ରି

୧ – ସୁନୀଲ କୁମାର ନନ୍ଦ, ଏଏସଆଇ, ରାଉରକେଲା ପୋଲିସ ଜିଲ୍ଲା
୨ – କମଳେନ୍ଦୁ ଷଢଙ୍ଗୀ, ହାବିଲଦାର, ରାଉରକେଲା ପୋଲିସ ଜିଲ୍ଲା
୩ – ମଦନ କିଷାନ, କନଷ୍ଟେବଳ, ରାଉରକେଲା ପୋଲିସ ଜିଲ୍ଲା
୪ – ଏଥନାସିୟସ ଜୋଜୋ, କନଷ୍ଟେବଳ, ରାଉରକେଲା ପୋଲିସ ଜିଲ୍ଲା
୫ – ମୁକେଶ କୁମାର ବ୍ରହ୍ମା, କନଷ୍ଟେବଳ, ରାଉରକେଲା ପୋଲିସ ଜିଲ୍ଲା
୬ – ବିଦ୍ୟାଧର ସେଠୀ, ସୁବେଦାର, ଓଏସଏପି, ୬ଷ୍ଠ ବାଟାଲିୟନ, କଟକ
୭ – ବିଶାଲ୍ ବୋମଜାନ, କମାଣ୍ଡୋ, ଏସଓଜି, ଭୁବନେଶ୍ୱର
୮ – ଧ୍ରୁବ ବାହାଦୁର ବାସନେଟ, ହାବିଲଦାର, ଏସଓଜି, ଭୁବନେଶ୍ୱର
୯ – ରାଜେନ୍ଦ୍ର ମଲ୍ଲ, କମାଣ୍ଡୋ, ଏସଓଜି, ଭୁବନେଶ୍ୱର
୧୦ – ଦୀପକ ସିଂହ କୁଅଁର, କମାଣ୍ଡୋ, ଏସଓଜି, ଭୁବନେଶ୍ୱର
୧୧ – ରାଜେଶ ବିଶ୍ୱକର୍ମା, ହାବିଲଦାର, ଏସଓଜି, ଭୁବନେଶ୍ୱର
୧୨ – ନିରଞ୍ଜନ ସାହୁ, ଅତିରିକ୍ତ ଏସପି, (ଅପରେସନ), କୋରାପୁଟ
୧୩ – କେଶବ ଶିଶା, ହାବିଲଦାର, କୋରାପୁଟ
୧୪ – ଜିତେନ୍ଦ୍ର କୁମାର ଦାସ, ହାବିଲଦାର, କୋରାପୁଟ
୧୫ – ସିନୟ ଶେଖର ବେପାରୀ, କନଷ୍ଟେବଳ, କୋରାପୁଟ
୧୬- ଉଦ୍ଧବ ଚାଲାଣ, କନଷ୍ଟେବଳ, କୋରାପୁଟ
୧୭- କାହ୍ନୁ ଚରଣ ମାଝୀ, କନଷ୍ଟେବଳ, ଏସଓଜି, ଭୁବନେଶ୍ୱର
୧୮ – ପ୍ରତୀକ ସିଂହ, ଏସପି, କନ୍ଧମାଳ
୧୯ – ରବୀନ୍ଦ୍ର ଶବର, ସୁବେଦାର, ଏସଓଜି, ଭୁବନେଶ୍ୱର
୨୦ – ଅଶୋକ କୁମାର ରଥ, ସୁବେଦାର, ଏସଓଜି, ଭୁବନେଶ୍ୱର
୨୧ – ଅଶୋକ କୁମାର ସେଠୀ, ହାବିଲଦାର, ଏସଓଜି, ଭୁବନେଶ୍ୱର
୨୨ – ଧନଞ୍ଜୟ ବାରାଦ, କମାଣ୍ଡୋ, ଏସଓଜି, ଭୁବନେଶ୍ୱର
୨୩ – କୃଷ୍ଣଚନ୍ଦ୍ର ପିଙ୍ଗ, କମାଣ୍ଡୋ, ଏସଓଜି, ଭୁବନେଶ୍ୱର
୨୪ – ସନ୍ତୋଷ କୁମାର ଧନ, କମାଣ୍ଡୋ, ଏସଓଜି, ଭୁବନେଶ୍ୱର
୨୫ – ଜଗନ୍ନାଥ କହଁର, ଓଏପିଏଫ, କନ୍ଧମାଳ
୨୬ – ମଧୁସୂଦନ ମଲ୍ଲୀକ, କନଷ୍ଟେବଳ, କନ୍ଧମାଳ

ରାଷ୍ଟ୍ରପତି ପୋଲିସ ପଦକ

୧ – ଜ୍ଞାନରଞ୍ଜନ ମହାପାତ୍ର, ଓପିଏସ ଡ଼ିଏସପି, ଏସଆଇଡ଼ବ୍ଲ୍ୟୁ, ଭୁବନେଶ୍ୱର
୨ – ଅସିମ କୁମାର ପଣ୍ଡା, ଓପିଏସ, ଏଏସପି ଜୋନ- ୧, ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା (ୟୁପିଡ଼ି)

ପୋଲିସ ମେଡ଼ାଲ

୧ – ନବକିଶୋର ଦାସ, ଓଏପିଏସ- ୧ କମାଣ୍ଡାଣ୍ଟ, ଓଏସଏପି, ୧ମ ବାଟାଲିୟନ, ଢେଙ୍କାନାଳ
୨ – ଅଜୟ କୁମାର ପାଢୀ, ଓଏପିଏସ- ୧ ଡ଼େପୁଟି କମାଣ୍ଡାଣ୍ଟ, ଏସଓଜି, ଭୁବନେଶ୍ୱର
୩ – ଅଶୋକ କୁମାର ଦେଓ, ଓପିଏସ, ଡ଼ିଏସପି, ଏସଆଇଡ଼ବ୍ଲ୍ୟୁ, ଭୁବନେଶ୍ୱର
୪ – ପ୍ରଫୁଲ୍ଲ କୁମାର ସିଂହ, ଓପିଏସ, ଏସିପି (ସିକ୍ୟୁରିଟି), ସ୍ପେଶାଲ୍ ସିକ୍ୟୁରିଟି ବାଟାଲିୟନ, ଭୁବନେଶ୍ୱର
୫ – ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ, ଭାରପ୍ରାପ୍ତ ଡ଼ିଏସପି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ
୬ – ସ୍ନିଗ୍ନା ଭଞ୍ଜ, ଭାରପ୍ରାପ୍ତ ଡ଼ିଏସପି, ଇଓଡ଼ବ୍ଲ୍ୟୁ, ସିଆଇଡ଼ି ସିବି, ଭୁବନେଶ୍ୱର
୭ – ବିକ୍ରମ କେଶରୀ ଜେନା, ଇନସପେକ୍ଟର, ଖୋର୍ଦ୍ଧା
୮ – ବ୍ରହ୍ମାନନ୍ଦ ପଣ୍ଡା, ଏସଆଇ, ଏସଆଇଡ଼ବ୍ଲ୍ୟୁ, ଭୁବନେଶ୍ୱର
୯ – କୈଳାଶ ଚନ୍ଦ୍ର ପ୍ରଧାନ, ଏଏସଆଇ, ସମ୍ବଲପୁର
୧୦ -ଆଲେକଜାଣ୍ଡାର କୁଜ୍ଜୁର, ହାବିଲଦାର, ଝାରସୁଗୁଡ଼ା
୧୧ – ବିପ୍ରଚରଣ ଗୌଡ଼, କନଷ୍ଟେବଳ, ଭିଜିଲାନ୍ସ, ବ୍ରହ୍ମପୁର ଡ଼ିଭିଜନ, ବ୍ରହ୍ମପୁର

Leave A Reply

Your email address will not be published.