Latest Odisha News

BREAKING NEWS

ନନ୍ଦନକାନନରେ ନୀଳଗିରି ଲାଙ୍ଗୁର ଶାବକର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଦିନ ପୂର୍ବରୁ ଏକ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ହେବାପରେ ବୁଧବାର ଦିନ ଗୋଟିଏ ଛୋଟ ଲାଙ୍ଗୁର ଶାବକର ମଧ୍ୟ ମୃତ୍ୟୁ ହୋଇଛି ।

ତେବେ ଏଯାବତ୍ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ ।

ଚଳିତ ମେ’ ମାସ ୩୧ ତାରିଖରେ ଏହି ଲାଙ୍ଗୁର ଶାବକର ଜନ୍ମ ହୋଇଥିଲା ।

ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଗୋଟିଏ ମାତ୍ର ନୀଳଗିରି ମାଈ ଲାଙ୍ଗୁର ରହିଥିବା ନେଇ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.