Latest Odisha News

ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସିମୀ ଅଧିବେଶନ ଆରମ୍ଭ ହେବ ଜୁଲାଇ  ୨୦ ତାରିଖରୁ ।  ଜୁଲାଇ ୨୦ ତାରିଖରୁ ମୌସୁମୀ ଅଧିବେଶନ ସଂସଦର ନୂଆ ଭବନରେ ଚାଲିବ  । ଏହି ଅଧିବେଶନ ଅଗଷ୍ଟ ୧୧ ଯାଏଁ ୨୩ ଦିନ ଧରି ଚାଲିବ ବୋଲି ଶନିବାର ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ କରି ମୌସିମୀ ଅଧିବେଶନରେ ସମସ୍ତ ଦଳ ଫଳପ୍ରଦ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି ।  

Comments are closed.