ମୁମ୍ବାଇ:ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପରେ ଆଜି ଇଡିରେ ହାଜର ହୋଇଛନ୍ତି ପତ୍ନୀ ଟିନା ଅମ୍ବାନୀ । ଗତକାଲି ଇଡିରେ ହାଜର ହୋଇଥିଲେ ଅନୀଲ ଅମ୍ବାନୀ । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ ଅଭିଯୋଗରେ ଟିନା ଆଜି ଉଭୟେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାଯାଇଛି ।
BREAKING NEWS
- କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା
- Weight gain:ଏହି ହରମୋନ ଅସନ୍ତୁଳନ ହେଲେ ମହିଳାଙ୍କ ଓଜନ ବଢେ…
- ସୀମିତ ଓଭର ଟିମ ର୍ୟାଙ୍କିଙ୍ଗରେ ଭାରତ ଏକ ନମ୍ବର
- କଣାସରେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଆତ୍ମସର୍ମପଣ କଲା ମୁଖ୍ୟ ଅଭିଯୁକ୍ତ
- କୃଣାଳଙ୍କୁ ନେଇ ବଦ୍ରିନାଥଙ୍କ ବୟାନ ସୃଷ୍ଟି କଲା ବିବାଦୀୟ ପରିସ୍ଥିତି
- ଏମିତି ଏକ ଦେଶ ଯାହାର ଟ୍ରେନଗୁଡ଼ିକରେ ରହିଛି ‘ପାର୍ଲର କମ୍ପାର୍ଟମେଣ୍ଟ’; ଏହି ସ୍ୱତନ୍ତ୍ର କୋଚ୍ ଅନ୍ୟ ଟ୍ରେନଗୁଡ଼ିକଠାରୁ କେତେ ଭିନ୍ନ ଜାଣନ୍ତୁ..
- କେଉଁ ରାଜ୍ୟରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ? ୧୦ଟି ରାଜ୍ୟରୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ !
- Osama Bin Laden:ପୁଣି ଚର୍ଚ୍ଚାରେ ;ଲାଡେନ୍ର ରହସ୍ୟମୟ ଇଟା
- ଅସତ୍ୟ ଲିଭିଯିବ, ସତ୍ୟ ଅମର ରହିବ; ସୋମନାଥରୁ ମୋଦିଙ୍କ…
- ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଗୁଡ଼ିକୁ “ବିଫଳତାର ପ୍ରମାଣ” କହିଲେ ରାହୁଲ ଗାନ୍ଧୀ, ସେ ନିଜର ଦାୟିତ୍ୱ…
Comments are closed.