ବୌଦ୍ଧ: ବୌଦ୍ଧ ଜିଲ୍ଲା ହାଟଗାଁ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଧାନ ବୋଝେଇ ପିକଅପ୍ ଭ୍ୟାନ୍ ୩୦ ଫୁଟ ତଳକୁ ଖସିପଡିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର ହୋଇଯାଇଛି ।
BREAKING NEWS
- ମଶା ବଂଶ ନିପାତ କରିବ ଗୁଗଲ୍ ମଶା
- ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଆରମ୍ଭ
- ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ, ୩୭ରେ ପହଞ୍ଚିଲା…
- ପଶ୍ଚିମବଙ୍ଗର ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଠନ: ତାପସ ରାୟ ଓ ଅର୍ଜୁନ ସିଂହଙ୍କ ସମେତ ୩୫ ମନ୍ତ୍ରୀ ନେଲେ ଶପଥ
- ମୋବାଇଲରେ ସ୍କାନ ହେଉଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତା: ଟେଣ୍ଡର ନିୟମରେ ଅନିୟମିତତା ନେଇ ରାହୁଲ ଗାନ୍ଧୀଙ୍କ ସାଂଘାତିକ ଅଭିଯୋଗ
- ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ
- କାଳବୈଶାଖୀ ବର୍ଷା ନେଇ ଆଜି ଏହି ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଆହୁରି ୪ ଦିନ ଲାଗି ରହିବ ଏଭଳି ସ୍ଥିତି
- କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି
- ୨୦୨୬ ଜେଇଇ ଆଡଭାନ୍ସଡ ପରୀକ୍ଷା: ଶୁଭମ କୁମାର ସର୍ବଭାରତୀୟ ଟପ୍ପର ଏବଂ ଓଡ଼ିଶାରୁ ଭବେଶ ପାତ୍ର ପ୍ରଥମ
- କେମିତି ଲାଗିଲା ବ୍ୟାଙ୍କରେ ନିଆଁ: କଟକରେ ଭୟାବହ ଅଗ୍ନିକାଣ୍ଡ, ମାଛ ମାର୍କେଟ ପାଉଁଶ ସହ ଜଳିଗଲା ୫୦ ଲକ୍ଷ ଟଙ୍କା!
Comments are closed.