Latest Odisha News

BREAKING NEWS

ମହିଳା ପ୍ରିମିୟର ଲିଗ ୨୦୨୪: ୫ ଟିମ ୬୦ ଖେଳାଳିଙ୍କୁ ଦଳରେ ରଖିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ମହିଳା ପ୍ରିମିୟର ଲିଗ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୫ଟି ଟିମ ୨୧ ବିଦେଶୀ ଖେଳାଳିଙ୍କ ସମେତ ୬୦ଜଣଙ୍କୁ ଦଳରେ ବଜାୟ ରଖିଛନ୍ତି । ୨୯ ଖେଳାଳିଙ୍କୁ ଓଭରାଲ ରିଲିଜ କରାଯାଇଛି । ଆସନ୍ତୁ ନଜର ପକାଇବା କେଉଁ ଟିମ କାହାକୁ ରଖିଲେ ଓ ଛାଡିଲେ-
ଦିଲ୍ଲୀ କ୍ୟାପିଟାଲ୍ସ: ଏଲୀସ କ୍ୟାପ୍ସୀ, ଅରୁନ୍ଧତି ରେଡ୍ଡୀ, ଜେମିମା ରୋଡ୍ରିଗ୍ୟୁଜ, ଜେସ ଜୋନାସେନ, ଲୌରୀ ହ୍ୟାରିସ, ମାରିଜନ କ୍ୟାପ, ମେଗ ଲେନିଂ, ମିନ୍ନୁ ମାତୀ, ପୂନମ ଯାଦବ, ଶେଫାଳୀ ବର୍ମା, ରାଧା ଯାଦବ, ଶିଖା ପାଣ୍ଡେ, ସ୍ନେହା ଦୀପ୍ତି, ତାନିୟା ଭାଟିୟା, ତିତାସ ସାଧୁ । ରିଲିଜ ହୋଇଥିବା ଖେଳାଳି: ଅପର୍ଣ୍ଣା ମଣ୍ଡଳ, ଜସିୟା ଅଖତର, ତାରା ଜୋରିସନ ।
ଗୁଜରାଟ ଜ୍ୟାଂଟସ: ଆଶଲେ ଗାର୍ଡେନର, ବେଥ ମନୀ, ଦୟାଲନ ହେମଲତା, ହରଲୀନ ଦେଓଲ, ଶବନମ ଶକୀଲ, ଲୌରା ଭୋଲବର୍ଟ, ସ୍ନେହ ରାଣା, ତନୁଜା କଁଓର ।
ରିଲିଜ ହୋଇଥିବା ଖେଳାଳି: ଏନାବେଲ ସଦରଲାଣ୍ଡ, ଅଶ୍ୱିନୀ କୁମାରୀ, ଜର୍ଜିୟା ବେୟେରହେନ, କିମ ଗର୍ଥ, ହେଲେଁ ଗେଲ, ମାନସୀ ଯୋଶୀ, ମୋନିକା ପଟେଲ, ପାରୁନିକା ସିସୋଡିଆ, ସାବନେନୀ ମେଘନା, ସୋଫିୟା ଡଙ୍କଲୀ, ସୁଷମା ବର୍ମା ।

ମୁମ୍ବାଇ ଇଣ୍ଡିଆନ୍ସ: ଅମନଜୋତ କୌର, ଅନିଲିୟା କେର, କ୍ଲୋ ଟ୍ରୟନ, ହରମନପ୍ରୀତ କୌର, ହଲୀ ମାଥ୍ୟୁଜ, ହୁମାୟାରା କାଜୀ, ଇଜୋବେଲ ୱାଙ୍ଗ, ଜିତିମନୀ କଲିତ, ନେଟଲୀ ସିୱର, ପୂଜା ବସ୍ତ୍ରକାର, ପ୍ରିୟଙ୍କା ବାଲା, ସାଇକା ଈଶାକ, ୟାସ୍ତିକ ଭାଟିୟା ।
ରିଲିଜ ହୋଇଥିବା ଖେଳାଳି: ଧାରା ଗୁଜର, ହୀଥର ଗ୍ରୀମ, ନୀଲନ ବିଷ୍ଟ, ସୋନମ ଯାଦବ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଆଶା ଶୋଭନା, ଦିଶା କସମ, ଏଲିସ ପେରୀ, ହିଥର ନାଇଟ, ଇନ୍ଦ୍ରାଣୀ ରୟ, କନିକା ଆହୁଜା, ରେଣୁକା ସିଂ, ରିଚା ଘୋଷ, ଶ୍ରେୟାଙ୍କ ପାଟିଲ, ସ୍ମୃତି ମାନ୍ଧନା, ସୋଫୀ ଡିଭାଇନ ।
ରିଲିଜ ହୋଇଥିବା ଖେଳାଳି: ଡେନ ୱେନ ନିକର୍କ, ଏରିନ୍ସ ବର୍ଣ୍ଣସ, କୋମଲ ଜାଂଜଣ୍ଡ, ମୀଗନ ଶଟ, ପୁନମ ଖେମନାର, ପ୍ରୀତି ବୋସ, ସହାନ ପାୱାର ।
ୟୁପି ୱାରିୟର୍ସ: ଏଲୀସ ହିଲି, ଅଞ୍ଜଳୀ ସର୍ବନୀ, ଦୀପ୍ତି ଶର୍ମା, ଗ୍ରେସ ହ୍ୟାରିସ, କିରଣ ନବଗିରି, ଲରେନ ବେଲ, ଲକ୍ଷ୍ମୀ ଯାଦବ, ପାଶ୍ୱୀ ଚୋପ୍ରା, ରାଜେଶ୍ୱରୀ ଗାଏକ୍ୱାଡ, ଏସ ଯଶଶ୍ରୀ, ଶ୍ୱେତା ସେହାୱତ, ସୋଫି ଏକ୍ସେଲେଷ୍ଟୋନ, ତହଲିୟା ମ୍ୟାକଗ୍ରା ।
ରିଲିଜ ହୋଇଥିବା ଖେଳାଳି: ଦେବୀକା ବୈଦ୍ୟ, ଶବନମ ଇସମାଇଲ, ଶିୱଲୀ ସିନ୍ଦେ ଓ ସିମ୍ରନ ଶେଖ ।

Comments are closed.