ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । କିଏ ସାପକୁ ଚୁମ୍ବନ ଦେଉଥିବା ବେଳେ ଆଉ କିଏ ସାପକୁ ନେଇ ଖେଳୁଥିବା ଦେଖିବାକୁ ମିଳିଥାଏ । ହେଲେ ଏବେ ଗୋଟେ ସାପ ନୋଟ ବିଡ଼ା ଧରି ଘର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ େଇଯାଇଛନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଗୋଟେ ସାପ ଏକ ପାହାଚରୁ ଆସୁଛି । ସେ ତାର ପାଟିରେ ଏକ ନୋଟ ବିଡ଼ ଜାବୁଡ଼ି ଧରିଛି । ସାପଟି ଧୀରେ ଧୀରେ ନୋଟ ବିଡ଼ାକୁ ଧରି ଏକ ଘରେ ପ୍ରବେଶ କରୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ସାପଟି କାହାଘରୁ ନୋଟ୍ ବିଡ଼ା ଚୋରି କରିଆଣିଥିବା ମତ ଦେଇଥିବା ବେଳେ ଆଉ କିଏ ଏହା ନକଲି ଭିଡ଼ିଓ ବୋଲି କହିଛନ୍ତି । ଆଉ କିଛି ସାପର ଅନେକ ଭିଡିଓ ଆମେ ଦେଖିଛୁ । କିନ୍ତୁ ଏମିତି ଭିଡିଓ ଆମେ କେବେ ହେଲେ ଦେଖି ନାହୁଁ । ସାପ ଏମିତି ପାଟିରେ ଟଙ୍କା ବିଡ଼ା ଧରି ଘରେ ପ୍ରବେଶ କରିବା ଦୃଶ୍ୟ ବାସ୍ତବରେ ଚକିତ କରୁଛି ।
BREAKING NEWS
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
Comments are closed.